ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା
ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା ମାହାଙ୍ଗା(ଏନ୍.ଏମ୍.): ଜୟ ଯବାନ ଜୟ କିଶାନ ଏହି ଉକ୍ତିଟି ଯେତିକି ଶୁଣିବାକୁ ଭଲଲାଗେ ସେତିକି ଦୁଃଖ ଲାଗେ କାରଣ । କୃଷକ ଦେଶର ମେରୁଦଣ୍ଡ, ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାବେଳେ ଆଜି ମଧ୍ୟ୍ୟ କୃଷକଟିଏ ଅବହେଳିତ ଓ ନିଷ୍ପେସିତ…




