ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ ଭୁବନେଶ୍ୱର(ଏନ୍‌.ଏମ୍‌.): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ‘ବୟନିକା’ ଦ୍ୱାରା ହସ୍ତତନ୍ତ ବଜାର ଗତ ୨୫ ତାରିଖରୁ ଚଳିତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପରିଦର୍ଶନ କରିଥିଲେ । ତାଙ୍କ ସହିତ ବିଭାଗୀୟ ଶାସନ…

Read More

କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟା : ସତ୍ରିୟା ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର

କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟା : ସତ୍ରିୟା ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର କୋଣାର୍କ(ଏନ୍‌.ଏମ୍‌.): ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ କଳାର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟାରେ ଗୌହାଟିର ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ଅନିତା ଶର୍ମା ଓ ଭୁବନେଶ୍ୱରର ନିରଞ୍ଜନ ରାଉତ ଓ ସାଥୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟର ମୁର୍ଚ୍ଛନା କଳାପ୍ରେମୀ ଦର୍ଶକଙ୍କୁ ଆତ୍ମବିଭୋର କରିଥିଲା । ଆଜି ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଗୌହାଟିର ନୃତ୍ୟଶିଳ୍ପୀମାନେ କୃଷ୍ଣ ବନ୍ଦନାର ନୃତ୍ୟ ଆରମ୍ଭ…

Read More

କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର

କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ସହରରେ ବୁଲା କୁକୁରଙ୍କ ସଂଖ୍ୟାବୃଦ୍ଧି ଯୋଗୁଁ ସିଏମସି ପକ୍ଷରୁ ପ୍ରଚଳିତ ହୋଇଥିବା କୁକୁର ବନ୍ଧ୍ୟାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦିଗହରା ହୋଇ ପଡ଼ିଛି। ଏନେଇ ସିଏମସି ପକ୍ଷରୁ କୁକୁର ଧରା ସ୍ୱତନ୍ତ୍ର ଗାଡ଼ି ସାଙ୍ଗକୁ କର୍ମଚାରୀମଧ୍ୟ ନିଯୁକ୍ତି ହୋଇଥିଲେ; ଏଥି ସହିତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ନିମନ୍ତେ ପ୍ରାଣୀ ଚିକିତ୍ସାଳୟ ଓ ଡାକ୍ତର ନିଯୁକ୍ତି ଏବଂ ଚିକିତ୍ସାଧିନ କୁକୁରଙ୍କ ପାଇଁ ଖାଦ୍ୟପେୟ ନିମନ୍ତେ…

Read More

କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ

କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ କୋଭିଡ କଟକଣା ମଧ୍ୟରେ ଓଡିଶୀ ଓ କଥକ ନୃତ୍ୟ ପ୍ରଦର୍ଶିତ କୋଣାର୍କ (ଏନ୍‌.ଏମ୍‌.): କୋଭିଡ କଟକଣା ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ-୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଉତ୍କଳୀୟ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଚରମ ନିଦର୍ଶନ ତଥା ପୂର୍ବ ଏସିଆର ଏକମାତ୍ର ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଅବସ୍ଥିତ ମୁକ୍ତାକାଶରଙ୍ଗମଞ୍ଚର ଚର୍ତ୍ତୃପାଶ୍ୱର୍ ରଙ୍ଗବେରଙ୍ଗର…

Read More

କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ

କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ କୋଣାର୍କ(ଏନ୍‍.ଏମ୍‍.): କୋଣାର୍କ ଉତ୍ସବ-୨୦୨୧ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବସନ୍ତ ମଞ୍ଜରୀ ପାଠାଗାର ମିଳିତ ଆନୁକୁଲ୍ୟରେ କୋଭିଡି କଟକଣା ମଧ୍ୟରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଗୋପ ତହସିଲଦାର ସେକ୍ ସାଗିର, ବସନ୍ତମଞ୍ଜରୀ ପାଠାଗାର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହୀନିପତି ନେହେରୁ…

Read More

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ : ୪ରେ ଛୁଇଁବ ସ୍ଥଳଭାଗ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଜୱାଦ : ୪ରେ ଛୁଇଁବ ସ୍ଥଳଭାଗ ଫସଲ ସୁରକ୍ଷା ନେଇ ପ୍ରଶାସନର ପରାମର୍ଶ ଭୁବନେଶ୍ୱର(ଏନ୍‍.ଏମ୍‍.): ପୁଣି ଆସୁଛି ଆଉ ଏକ ବାତ୍ୟା । ଏହାର ନାମ ରହିଛି ଜୱାଦ । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ସହ ଆସନ୍ତା ଡିସେମ୍ବର ୪ ତାରିଖ ଶନିବାର ସକାଳେ ସ୍ଥଳଭାଗ ଛୁଇଁବ । ଏହି ବାତ୍ୟା ‘ଜୱାଦ’ ଉତ୍ତର…

Read More

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଭୁବନେଶ୍ୱର (ଏନ୍‍.ଏମ୍‍.): ‘ମୋ ସ୍କୁଲ୍ ଅଭିଯାନ’ର ୩୦ତମ କାର୍ଯ୍ୟର୍ନିବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧…

Read More