କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ

କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.) : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୋଟସାହି ଓ ଉଚ୍ଚପଦା ପଞ୍ଚାୟତର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । କୋଟସାହି ପଞ୍ଚାୟତରେ ବ୍ଲକ୍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ ଓ ଉଚ୍ଚପଦା ପଞ୍ଚାୟତରେ ଆଇନ୍‌ଜୀବୀ ଚିତ୍ତରଞ୍ଜନ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବିତରଣ କରିଥିଲେ…

Read More

ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ

ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ କଟକ(ଏନ୍‌.ଏମ୍‌.): ପାଞ୍ଚବର୍ଷ ଡେପୁଟେସନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‍ତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କର ନାହିଁ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‍. ମୁରଲୀଧର ଓ ବିଚାରପତି ଏ. କେ. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ…

Read More

ମାଚ୍ୟୁରିଟି ଅର୍ଥ ଫେରସ୍ତ ନପାଇବାରୁ ସାହାରା କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଜମାକର୍ତ୍ତା

ମାଚ୍ୟୁରିଟି ଅର୍ଥ ଫେରସ୍ତ ନପାଇବାରୁ ସାହାରା କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଜମାକର୍ତ୍ତା କଟକ(ଏନ୍‌.ଏମ୍‌.): ସାହାରା ଇଣ୍ଡିଆ କମ୍ପାନୀରେ ଅର୍ଥ ନିବେଶ କରିବା ଜମାକର୍ତ୍ତାମାନଙ୍କ ଅସନ୍ତୋଷ ଦିନକୁ ଦିନ ତିବ୍ରତର ହେବାରେ ଲାଗିଛି । ଦୀର୍ଘ ଦିନ ଧରି ଜମାକର୍ତ୍ତାଙ୍କ (ମାଚ୍ୟୁରିଟି)ଅବଧି ଶେଷ ହୋଇଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ଟଙ୍କା ଫେରସ୍ତ ଦିଆଯାଉନଥିବା ଅଭିଯୋଗ ହୋଇଥିଲା । ଏ ନେଇ ଜମାକର୍ତ୍ତାମାନେ ବାରମ୍ବାର ସାହାରା କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡ଼ୁଥିଲା । ତେବେ କମ୍ପାନୀ ପକ୍ଷରୁ…

Read More

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଅତିଷ୍ଠ କଲାଣି ହିମ ପ୍ରଭାବ । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ନେଇ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ଏଠାରେ ପ୍ରାୟ ୩.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୧୯ଟି ସ୍ଥାନରେ ତାପମାତ୍ରା ୧୦…

Read More

ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ

ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ ଲାଗିପାରେ କଠୋର କଟକଣା ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଓଡ଼ିଶାରେ ପ୍ରଥମ କରି ୨ଜଣ ଲୋକଙ୍କ ଠାରେ ଓମିକ୍ରମ ଭୂତାଣୁ ଚିହ୍ନଟ ହୋଇଛନ୍ତି । ସେମାନେ ବିଦେଶରୁ ଫେରିଥିବା ବେଳେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ୨ଜଣଙ୍କ ଜିନୋମ୍ ସିକ୍ୱେନ୍ସିଂରୁ ଓମିକ୍ରନ୍ ଭୂତାଣୁ ଚିହ୍ନଟ…

Read More

ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ; ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ; ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ କଟକ(ଏନ୍‌.ଏମ୍‌.): ବିଜେଡିର ବରିଷ୍ଟ ନେତା ତଥା କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ଆରୋଗ୍ୟ କାମନା କରିଥିବା ବେଳେ ପୁତ୍ର ଲୋକ ରଞ୍ଜନଙ୍କଠାରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି ।…

Read More

ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ

ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ଥାନା ଅନ୍ତର୍ଗତ ଦୁଧିଆନାଳିର ମୁଣ୍ଡାସାହି ସ୍ଥିତ ଫୁଟ୍‌ବଲ ପଡ଼ିଆ ନିକଟରେ କିଛି ଅସାମାଜିକ ଲୋକମାନେ ଗଞ୍ଜାଲଢ଼େଇ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ଚୌଦ୍ୱାର ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଖେଳର ମୁଖ୍ୟ କାର୍ପେଟ୍‌ଦାର ଡାଳିଯୋଡ଼ା ବ୍ରହ୍ମପୁର ଅଞ୍ଚଳର ଶିବ ମଲ୍ଲିକ (୩୬)ଙ୍କ ସହ ଅନ୍ୟ ସହଯୋଗୀ ଖୋର୍ଦ୍ଧା ଜିଲ୍ଲା ପଟିଆ ଅଞ୍ଚଳର ନିହାର…

Read More

ରେଭେନ୍ସାର ଜମିକୁ ହସ୍ତାନ୍ତର ପ୍ରତିବାଦରେ ଛାତ୍ର ସଂସଦର ପୂର୍ବତନ ନେତାମାନଙ୍କର ମିଳିତ ବିବୃତି

ରେଭେନ୍ସାର ଜମିକୁ ହସ୍ତାନ୍ତର ପ୍ରତିବାଦରେ ଛାତ୍ର ସଂସଦର ପୂର୍ବତନ ନେତାମାନଙ୍କର ମିଳିତ ବିବୃତି କଟକ (ଏନ୍‌.ଏମ୍‌.): କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ୪ଏକର ଜମିକୁ ପରିବା ହାଟ କରିବାର ଘୁଣ୍ୟ ଚକ୍ରାନ୍ତକୁ ରେଭେନ୍ସାର ଛାତ୍ରସଂସଦର ପୂର୍ବତନ ନିର୍ବାଚିତ ପ୍ରତିନିଧିମାନେ ଘୋର ବିରୋଧ କରିଛନ୍ତି । ରେଭେନ୍ସାର ପୂର୍ବତନ ସଭାପତି ଗଣେଶ ତ୍ରିପାଠୀ, ଶିବାଶିଷ ପ୍ରହରାଜ, ନସିମ ସରକାର, ପୂର୍ବତନ ସାଧାରଣ ସମ୍ପାଦକ ପାଭେଲ ପ୍ରିୟଦର୍ଶନ, ଦିଲ୍ଲିପ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେଲା ବାୟୁ ସ୍ୱାସ୍ଥ୍ୟସେବା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେଲା ବାୟୁ ସ୍ୱାସ୍ଥ୍ୟସେବା ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜନସାଧାରଣ ପାଇବେ ଉନ୍ନତ ସ୍ୱାସ୍ଥ୍ୟସେବା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ଯେଉଁ ଅଞ୍ଚଳକୁ ସଡ଼କ ପଥରେ ଆମ୍ବୁଲାନ୍ସ ପହଞ୍ôଚବା କଷ୍ଟ ସାଧ୍ୟ ହେଉଛି ସେଭଳି ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କୁ ତ୍ୱରିତ ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୁ ସ୍ୱାସ୍ଥ୍ୟସେବାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆଜି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

Read More

ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ବ୍ଲକର ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ (ଟି)ଅକ୍ଷର ସଦୃଶ ହୋଇଥିବାବେଳେ ଏଭଳି ସେତୁ ରାଜ୍ୟର ପ୍ରଥମ ବୋଲି ଜଣାପଡ଼ିଛି । ତେବେ ଏହି ସେତୁ ନିର୍ମାଣ ପାଇଁ ୧୧୧ କୋଟି ଟଙ୍କା ବ୍ୟୟ କରାଯାଇଛି ।…

Read More

ବିଶିଷ୍ଟ ଶ୍ରମିକ ନେତା ବନମାଳି ଦାସଙ୍କ ଶ୍ରାଦ୍ଧୋତ୍ସବ

ବିଶିଷ୍ଟ ଶ୍ରମିକ ନେତା ବନମାଳି ଦାସଙ୍କ ଶ୍ରାଦ୍ଧୋତ୍ସବ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବନମାଳି ଦାସଙ୍କର ଶ୍ରାଦ୍ଧୋତ୍ସବ କୋଭିଡ଼ ନିୟମାନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ନିଜକୁ ଶ୍ରମିକମାନଙ୍କ ହିତପାଇଁ ନିଜର ଉତ୍ସର୍ଗୀକୃତ ସେବା ଯୋଗାଇ ଆସିଥିଲେ । ଚୌଦ୍ୱାର ଅଞ୍ଚଳରେ ଓଟିଏମ୍ କଲୋନୀ ସ୍ଥିତ ଗୋପବନ୍ଧୁ ହାଇସ୍କୁଲର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ଶେଷ ପର୍ଯ୍ୟନ୍ତ ସେ ଜଣେ ସଂଗ୍ରାମୀ ଭାବେ କାର୍ଯ୍ୟ କରିଥିଲେ । ସ୍ୱର୍ଗତ ଦାସଙ୍କର…

Read More

କଟକ ମିଡିଆ କପ୍‌: ବ୍ଲୁ କୁ ହରାଇ ରେଡ୍ ବିଜେତା

କଟକ ମିଡିଆ କପ୍‌: ବ୍ଲୁ କୁ ହରାଇ ରେଡ୍ ବିଜେତା କଟକ(ଏନ୍‌.ଏମ୍‌.): ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ କଟକ ମିଡିଆ କପ୍‌ରେ ଟିମ୍ ବ୍ଲୁ’କୁ ହରାଇ ଟିମ୍ ରେଡ୍ ବିଜେତା ହୋଇଛି । ଓସିଏ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ବ୍ଲୁ ଟସ୍ ଜିତି ବୋଲିଂ କରିଥିଲା । ଅଧିନାୟକ ବିଶ୍ୱଜିତ ଦାସଙ୍କ ୩୨ରନ୍ ଓ ପ୍ରମୋଦ ସାମନ୍ତରାୟଙ୍କ ୧୬ରନ୍ ସହାୟତାରେ ରେଡ୍ ନିର୍ଧାରିତ ୮ ଓଭରରେ ୩ ୱିକେଟ ହରାଇ ୯୩ ରନ୍…

Read More