ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂଆ ନିଯୁକ୍ତି

ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂଆ ନିଯୁକ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦାୟୀ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଡିଜିପି ଭାବେ ଅଭୟଙ୍କର ଆଜି ଥିଲା ଶେଷ କାର୍ଯ୍ୟ ଦିବସ । ସେ ଆଜି ଅବସରର ନେଇଥିଲେ । ତା’ପୂର୍ବରୁ ସେ କଟକ…

Read More

ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ

ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ କଟକ(ଏନ୍‌.ଏମ୍‌.): ଓଡିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ପୂର୍ବତନ ଡିଜିପି ଅଭୟ ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ଏହି ଅବସରରେ ବରିଷ୍ଠ ପୁଲିସ ଅଧିକାରୀମାନେ ନୂତନ ଡିଜିପି ଶ୍ରୀ ବଂଶଲଙ୍କୁ ସ୍ୱାଗତ ଜଣାଇଥିଲେ । ଏଥି ସହିତ ପୂର୍ବତନ ଡିଜି ଶ୍ରୀ ଅଭୟଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।…

Read More

ଜାନୁଆରୀ୧ରୁ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ

ଜାନୁଆରୀ୧ରୁ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ ଭୁବନେଶ୍ୱର(ଏନ୍‌.ଏମ୍‌.): ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ । ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ଏହଦ୍ୱାରା ଉପକୃତ ହେବେ । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ । ଆଜି ଆୟୋଜିତ ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ସଚିବ ସୁରେଶ…

Read More

ନୂଆବର୍ଷରେ ସରକାରଙ୍କ ଉପହାର : ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା

ନୂଆବର୍ଷରେ ସରକାରଙ୍କ ଉପହାର ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟର ୫ଟି ମହାନଗର ନିଗମ ଅଞ୍ଚଳର ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଜାଗା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୫ମହାନଗର ନିଗମ- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ୯୩୮ଟି…

Read More

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ: ଯୋଗଦେବେ ଜିଲ୍ଲାପାଳ ଓ ଏସପି

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ ଯୋଗଦେବେ ଜିଲ୍ଲାପାଳ ଓ ଏସପି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ନିର୍ବାଚନକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହେଉଥିଲେ ମଧ୍ୟ ନିର୍ବାଚନକୁ କିଭଳି ସ୍ୱଚ୍ଛ ଏବଂ ଅବାଧ କରାଯିବ ସେନେଇ ନିର୍ବାଚନ କମିଶନର ପ୍ରସ୍ତୁତି ଚଳାଇଛନ୍ତି । ତେବେ ପଛୁଆ ବର୍ଗଙ୍କ ସଂରକ୍ଷଣ ବିନା ନିର୍ବାଚନ ନକରିବାକୁ ବିରୋଧୀ ଦଳଗୁଡ଼ିକର ଦାବି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ…

Read More

ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ

ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ କଟକ(ଏନ୍‌.ଏମ୍‌.): ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୭୧ତମ ସିନିୟର ଜାତୀୟ ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ଉଭୟ ବର୍ଗରେ ଉତ୍ତରପ୍ରଦେଶ ଦଳ ଚାମ୍ପିଅନ ହୋଇଛି । ପୁରୁଷ ଫାଇନାଲରେ ଉତ୍ତରପ୍ରଦେଶ ଦଳ ୮୦-୬୬ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା । ସେହିପରି ମହିଳା ଫାଇନାଲରେ ଉତ୍ତରପ୍ରଦେଶ ୭୦-୬୧ରେ ଓଡ଼ିଶାକୁ ହରାଇଥିଲା । ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଉତ୍ତରାଖଣ୍ଡ ଦ୍ୱିତୀୟ ଏବଂ ପଶ୍ଚିମବଙ୍ଗ ତୃତୀୟ ସ୍ଥାନ…

Read More

ଜଗତପୁର ଚୋରି ଘଟଣା: ୩ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ

ଜଗତପୁର ଚୋରି ଘଟଣା: ୩ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ ଜଗତପୁର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଉକ୍ତ ଅଞ୍ଚଳରେ ବାରମ୍ବାର ଚୋରି, ରାହାଜାନି ଭଳି ଘଟଣା ଘଟିବା ଯୋଗୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ତେବେ ତଥାପି ଥାନା ଅଧିକାରୀ ଏହାକୁ ଚାଲେଞ୍ଜ ଭାବେ ନେଇ ଗୋଟିଏ ପରେ ଗୋଟିଏ ଅପରାଧର ପର୍ଦ୍ଦାଫାସ କରିବା ସହ…

Read More

ଆରପାରିରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି

ଆରପାରିରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ଆରପାରିରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତି । ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁ ସେ ଝାରସୁଗୁଡ଼ାରେ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ବିୟୋଗ ହୋଇଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ କିଶୋର ମହାନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେଡି ପାର୍ଟି ଅଫିସରେ…

Read More

ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା

ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା କଟକ(ଏନ୍‌.ଏମ୍‌.): ଆସନ୍ତା ନୂଆବର୍ଷ ଉତ୍ସବ ପାଳନ ଉପରେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ନମ୍ବର ୭୪୫୮ତା ୨୪.୧୨.୨୧ରେ ଉଲ୍ଲେଖ ରହିଥିବାବେଳେ ଆଜି ସିଏମସି କମିଶନର ନିର୍ଦ୍ଦେଶନାମା ନମ୍ବର ୧୨୬୪୧ ତା ୩୦.୧୨.୨୧ରେ ସ୍ୱତନ୍ତ୍ର କଟକଣା ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ କଟକ ସହରରେ ଆସନ୍ତା କାଲି…

Read More

ଚନ୍ଦକା ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ

ଚନ୍ଦକା ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ଗୋଡ଼ିବାରୀଠାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଗୋଡ଼ିବାରୀ, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ…

Read More

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ ଭୁନନେଶ୍ୱର (ଏନ୍‍.ଏମ୍‍.): ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡି’ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ସ୍କୁଲ ଆଣ୍ଡ ମାସ ଏଜୁକେଶନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ । ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଅନନ୍ତ…

Read More

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ ବାଲେଶ୍ୱର (ଏନ୍‌.ଏମ୍‌.): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି । ସେ ଜୟଗୁର କଲୋନୀ ବିଡାନାସୀ ନିବାସୀ । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ ରୂପେ କାର୍ଯ୍ୟରତ । ସେ ତାଙ୍କର…

Read More