ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି

ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି

ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି


କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି । ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ଘୋଷଣା କରାଯାଇଛି । ୪ଜଣ ବରିଷ୍ଠ ଆଇନଜୀବୀଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯିବା ପାଇଁ ଯାଇଥିବା ପ୍ରସ୍ତାବକୁ କଲେଜିୟମରୁ ଅନୁମୋଦନ ମିଳିଛି । ତେବେ ପ୍ରକାଶିତ ୪ଜଣଙ୍କ ନାମ ମଧ୍ୟରେ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ, ଶ୍ରୀରମଣ ମୁରହରି ଓରଫ ଏମ.ଏମ. ରମଣ ରହିଛନ୍ତି । ତେବେ ଏହି ବିଚାରପତିମାନେ ଯୋଗଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି