କଟକରେ ନିଆରା ରାଜନୈତିକ ରଜ ମଉଜ
କଟକରେ ନିଆରା ରାଜନୈତିକ ରଜ ମଉଜ ଦୁଇ ବିଧାୟକଙ୍କୁ ଦୋଳିରେ ଝୁଲାଇ ଇତିହାସ ସୃଷ୍ଟି କଲେ ମେୟର [caption id="attachment_9888" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ଓଡ଼ିଶାର ଗଣ ପର୍ବ ରଜ । ରଜ ପାଳନ ପାଇଁ କଟକ ସହର ସତେ ଯେମିତି…












