ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ
ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ [caption id="attachment_9884" align="alignnone" width="300"] News by Basanta Ratha (Cuttack)[/caption] #କଟକସଦର(ଏନ୍.ଏମ୍.): ରଜଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନାମୁକୁଟ ଲୋ ଦିଶୁଅଛି ଝଟଝଟ । ଏଭଳି ଲୋକଗୀତରେ ଉଛୁଳି ପଡ଼ିଥିଲା କଟକ ସଦର…





