ସ୍କୁଲରୁ ଛୁଟି ହୋଇ ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ: ଓଲଟି ପଡ଼ିଲା ଅଟୋ, ଜଣେ ଛାତ୍ରୀ ମୃତ
ସ୍କୁଲରୁ ଛୁଟି ହୋଇ ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ: ଓଲଟି ପଡ଼ିଲା ଅଟୋ, ଜଣେ ଛାତ୍ରୀ ମୃତ [caption id="attachment_10012" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ (ଏନ୍.ଏମ୍.): ସ୍କୁଲକୁ ଯାଇଥିଲେ ପିଲା । ପାଠ ପଢ଼ିବେ ବଡ଼ ମଣିଷ ହେବେ ସେଥିପାଇଁ ବାପାମା’…


