ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ
ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ [caption id="attachment_9775" align="alignnone" width="300"] News by B. Mishra (PURI)[/caption] #ପୁରୀ(ଏନ୍.ଏମ୍.): ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଯାଇଛି । ମନ୍ଦିର ପରିସରରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି…


