ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ
ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ [caption id="attachment_9779" align="alignnone" width="293"] News by Maheswar Behera (Athagarh)[/caption] #ଗୁରୁଡ଼ିଝାଟିଆ(ଏନ୍.ଏମ୍.): ବିଶ୍ୱାସରେ ବିଷ ଦେଇଛି ଡ୍ରାଇଭର । ଟ୍ରକକୁ ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି…

