ଢେଙ୍କାନାଳ କାମାକ୍ଷାନଗରରେ ବିଜେଡି ନେତାଙ୍କୁ ଗୁଳିମାଡ଼: କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
ଢେଙ୍କାନାଳ କାମାକ୍ଷାନଗରରେ ବିଜେଡି ନେତାଙ୍କୁ ଗୁଳିମାଡ଼: କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଢେଙ୍କାନାଳ(ଏନ୍.ଏମ୍.): ପୁଣି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଉପରୁ ଗୁଳିମାଡ଼ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡ ଘଟଣାର ତଦନ୍ତ ଶେଷ ହୋଇନଥିବାବେଳେ ପୁନର୍ବାର ଢେଙ୍କାନାଳରେ ଫୁଟିଲା ଗୁଳି । ସେ ପୁଣି ଜଣେ ବିଜେଡି…


