ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର
ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର [caption id="attachment_3810" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ବିରୂପା ନଦୀର ଜଗତପୁରସ୍ଥିତ ନିମପୁର ବସ୍ତି ନିକଟରେ ଏକ ଥଣ୍ଟିଆ କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି କୁମ୍ଭୀରଟି କୂଳରେ ପହଁରୁ…




