ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢାଉ: ପିକ୍ଅପ୍ଭ୍ୟାନ୍ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ
ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢାଉ: ପିକ୍ଅପ୍ଭ୍ୟାନ୍ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ [caption id="attachment_3994" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ପକ୍ଷରୁ ଅତର୍କୀତ ଚଢ଼ାଉ କରାଯାଇ ସ୍ଥାନୀୟ ଜଗତପୁର-ଚଣ୍ଡିଖୋଲ ରାସ୍ତାର ଟାଙ୍ଗୀ ଥାନା ଅନ୍ତର୍ଗତ-ମଙ୍ଗୁଳି…





