ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର [caption id="attachment_3795" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କଟକ ସହରରେ ଖୋଲା ଓ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଛୋଟ ବଡ଼ ଡ୍ରେନ୍ ଗୁଡ଼ିକର ମରାମତି ଏବଂ ଡ୍ରେନକଡ଼ରେ ତାର ବାଡ଼…



