କଟକ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବେଙ୍ଗ ମହାପାତ୍ରଙ୍କ ପରଲୋକ
କଟକ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବେଙ୍ଗ ମହାପାତ୍ରଙ୍କ ପରଲୋକ [caption id="attachment_3976" align="alignnone" width="233"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କଟକ ପୌରପରିଷଦର ଉପନଗରପାଳ ବିଜୟ ମହାପାତ୍ର (ବେଙ୍ଗ)ଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ କନକ, ତିନିପୁତ୍ର ବିଶ୍ୱଜିତ, ସତ୍ୟଜିତ୍…




