ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ
ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ [caption id="attachment_4028" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଜଗତପୁର (ଏନ୍.ଏମ୍.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଗତପୁରସ୍ଥିତ ଆଇବି ରୋଡ ଜେମାମଣି ମଣ୍ଡପରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ…


