ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଲେ ସାମ୍ବାଦିକ
ଗଜରାଜ ଉଦ୍ଧାର ଅପରେସନ ବେଳେ ଓଡ୍ରାଫ ବୋଟ ଦୁର୍ଘଟଣାଗ୍ରସ୍ତ ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଲେ ସାମ୍ବାଦିକ କଟକ(ଏନ୍.ଏମ୍.): ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଗଲେ ସାମ୍ବାଦିକ । ରାଜ୍ୟର ପ୍ରମୁଖ ଯୁବ ସାମ୍ବାଦିକଙ୍କ ମଧ୍ୟରେ ଅନ୍ୟତମ ପରିଚିତ ସାମ୍ବାଦିକ ଅରିନ୍ଦମ ଦାସ ଆଉ ନାହାନ୍ତି…












