ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ : ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ
ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.) : ଚଳିତ ବର୍ଷ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଏପରିକି ଜଣେ ସମାଜସେବୀ ତଥା ଶିକ୍ଷାବିତଙ୍କ ଲୋକପ୍ରିୟତାକୁ ଦେଖି…

