ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା
ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା କଟକ (ଏନ୍.ଏମ୍.) : କଟକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଅବକାରୀ ସିପାହୀ ସଂଘ (କଟକ, କେନ୍ଦ୍ରାପଡ଼ା ଓ ଯାଜପୁର)ର ଦ୍ୱିବାର୍ଷିକ ସାଧାରଣ ସଭା ଓ କାର୍ଯ୍ୟନିର୍ବାହୀ ପରିଷଦର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥରେ…


