ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି : ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର
ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର #choudwar-cuttack #ଚୌଦ୍ୱାର (ଏନ୍.ଏମ୍.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ନେତୃତ୍ୱଶୂନ୍ୟ ହୋଇପଡ଼ିଥିଲା। ମାତ୍ର ପୂର୍ବତନ ମନ୍ତ୍ରୀ ତଥା…

