୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ

୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ କଟକ(ଏନ୍‌.ଏମ୍‌.): କଟକରେ ବ୍ରାଉନସୁଗର ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ କମିଶନରେଟ ପୁଲିସ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ନିଶା ବେପାରୀମାନେ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରି ବ୍ୟବସାୟ ଚଳାଇଥିବା କୁହାଯାଉଛି ।…

ବାରବାଟୀରେ ମାଟିରେ ପୁଣି ଭାରତ-ଇଣ୍ଡିଜ୍ ଟି-୨୦ ମ୍ୟାଚ: ଫେବୃୟାରୀ ୧୫ରେ ସଂଗ୍ରାମ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାରବାଟୀରେ ମାଟିରେ ପୁଣି ଭାରତ-ଇଣ୍ଡିଜ୍ ଟି-୨୦ ମ୍ୟାଚ: ଫେବୃୟାରୀ ୧୫ରେ ସଂଗ୍ରାମ

ବାରବାଟୀରେ ମାଟିରେ ପୁଣି ଭାରତ-ଇଣ୍ଡିଜ୍ ଟି-୨୦ ମ୍ୟାଚ: ଫେବୃୟାରୀ ୧୫ରେ ସଂଗ୍ରାମ କଟକ(ଏନ୍‌.ଏମ୍‌.) : ୨୦୨୧-୨୦୨୨ ଘରୋଇ କ୍ରିକେଟ୍ ପାଇଁ ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି । ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ଏହି ୪ଟି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ କଟକ (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୟନ୍ତୀ ଅବସରରେ ନଦୀ ବନ୍ଦନ, ନଦୀ ପୂଜନ, ନଦୀ ନିର୍ମଳ ପାଇଁ ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଡଗଡ଼ିଆ ଘାଟ ଠାରେ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଲେଖିକା, ସମାଜସେବୀ, କବି, ସାମ୍ବିଦିକା, ଅଧ୍ୟାପିକା, ତଥା ଦୈନିକ ସମାଜ ଖବର କାଗଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରାମା ମହାପାତ୍ରଙ୍କର ଆଜି ପୁରୀ ସ୍ୱର୍ଗଦ୍ୱାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ…

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ କଟକ(ଏନ୍‌.ଏମ୍‌.): କଟକ ଅର୍ବାନ, ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ରାମଗଡ଼ ଅଙ୍ଗନୱାଡି କେନ୍ଦ୍ରରେ ଆଜି ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇ ଯାଇଛି । ଦେଶରୁ କୁପୋଷଣ ଦୂର କରି ଏକ ସୁସ୍ଥ ଭାରତ ଗଠନ ନିମନ୍ତେ ସମସ୍ତ ଗର୍ଭବତୀ,…

ଅସହାୟ ମୃତକଙ୍କୁ ଘରକୁ ପଠାଇଲା ଓଡ଼ିଶା ମୋ ପରିବାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅସହାୟ ମୃତକଙ୍କୁ ଘରକୁ ପଠାଇଲା ଓଡ଼ିଶା ମୋ ପରିବାର

ଅସହାୟ ମୃତକଙ୍କୁ ଘରକୁ ପଠାଇଲା ଓଡ଼ିଶା ମୋ ପରିବାର କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲରେ ଜଣେ ଗରିବ ଅସହାୟ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଓଡ଼ିଶା ମୋ ପରିବାର ସହଯୋଗରେ ମୃତକଙ୍କୁ ତାଙ୍କ ଘରକୁ ପଠାଯାଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୁରୁଲ ଗ୍ରାମର ଜଣେ ୪୫ ବର୍ଷିୟା…

ବିଦ୍ୟୁତଚାଳିତ ଗାଡ଼ି କିଣା ପାଇଁ ମିଳିବ ପ୍ରୋତ୍ସାହନ, ସରକାର ଗଢ଼ିବେ ‘ବୈଦ୍ୟୁତିକ ଯାନ ପାଣ୍ଠି’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିଦ୍ୟୁତଚାଳିତ ଗାଡ଼ି କିଣା ପାଇଁ ମିଳିବ ପ୍ରୋତ୍ସାହନ, ସରକାର ଗଢ଼ିବେ ‘ବୈଦ୍ୟୁତିକ ଯାନ ପାଣ୍ଠି’

ବିଦ୍ୟୁତଚାଳିତ ଗାଡ଼ି କିଣା ପାଇଁ ମିଳିବ ପ୍ରୋତ୍ସାହନ, ସରକାର ଗଢ଼ିବେ ‘ବୈଦ୍ୟୁତିକ ଯାନ ପାଣ୍ଠି’ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡ଼ି କିଣିବା ପାଇଁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଖୁବଶୀଘ୍ର ‘ବୈଦ୍ୟୁତିକ ଯାନ ପାଣ୍ଠି’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟୁତଚାଳିତ ଯାନ କିଣୁଥିବା…

ଅନ୍ତଃ ହେଲା ୪ଫୁଟ ଉଚ୍ଚ ମୂର୍ତ୍ତି ବିବାଦ: ସରକାରଙ୍କ ଗାଇଡ଼ ଲାଇନ ମାନି ପୂଜା କରିବାକୁ ଶାନ୍ତି କମିଟିର ନିଷ୍ପତ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅନ୍ତଃ ହେଲା ୪ଫୁଟ ଉଚ୍ଚ ମୂର୍ତ୍ତି ବିବାଦ: ସରକାରଙ୍କ ଗାଇଡ଼ ଲାଇନ ମାନି ପୂଜା କରିବାକୁ ଶାନ୍ତି କମିଟିର ନିଷ୍ପତ୍ତି

ଅନ୍ତଃ ହେଲା ୪ଫୁଟ ଉଚ୍ଚ ମୂର୍ତ୍ତି ବିବାଦ: ସରକାରଙ୍କ ଗାଇଡ଼ ଲାଇନ ମାନି ପୂଜା କରିବାକୁ ଶାନ୍ତି କମିଟିର ନିଷ୍ପତ୍ତି [caption id="attachment_2132" align="alignnone" width="262"] File Photo[/caption] କଟକ(ଏନ୍‌.ଏମ୍‌.): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତଃ ଘଟିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ ନରସିଂହପୁର(ଏନ୍‌.ଏମ୍‌.): ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପାଇକ ବାରବାଟି ଗ୍ରାମର ବାଉଁସପଦା ସାହିରେ । ସୂଚନା ଅନୁଯାୟୀ ନରସିଂହପୁର-ନୟାଗଡ଼ ମୁଖ୍ୟ ରାସ୍ତାର ପାଇକବାରବାଟି ଠାରେ ଥିବା ନୂଆନାଳ ନିକଟରେ ଥିବା ଆମ୍ବ…

ଆରପାରିରେ ମନୋରମା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ମନୋରମା

ଆରପାରିରେ ମନୋରମା କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଲେଖିକା, ସମାଜସେବୀ, କବି, ସାମ୍ବିଦିକା, ଅଧ୍ୟାପିକା, ତଥା ଦୈନିକ ସମାଜ ଖବର କାଗଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରାମା ମହାପାତ୍ରଙ୍କ ଆଜି କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଅପରାହ୍ନ ସମୟରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ…

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ #ନରସିଂପୁର(ଏନ୍‌.ଏମ୍‌.): ସ୍ଥାନୀୟ ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ ହୋଇଯାଇଛି । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କୋଠଘରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ…

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ- ହାଇକୋର୍ଟ #କଟକ (ଏନ୍‌.ଏମ୍‌.): କଟକରେ ପାର୍ବଣ ସମୟରେ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତା ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ ମାମଲାର ରାୟ ଆଜି…