ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ

ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ତେବେ ସେ ଗତ ୭ ତାରିଖରୁ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ହୋଇପଡ଼ିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ସେ ଦୀର୍ଘଦିନ ହେବ କିଡନୀ ରୋଗରେ ପୀଡିତ ଥିବାବେଳେ ନିୟମିତ ଭାବେ ତାଙ୍କର ଡାଏଲିସ୍‌ସି କରାଯାଉଥିଲା । ତେବେ ମଙ୍ଗଳବାର ଅପରାହ୍ଣରେ…

Read More

ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜୟନ୍ତୀ

ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜୟନ୍ତୀ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ବିଭୂତି କାନୁନ୍‌ଗୋଙ୍କ ୧ଶହ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଏକାଡେମୀର ସଚିବ ପଞ୍ଚାନନ ସାମଲ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ…

Read More

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ର ଚଢାଉ: ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ର ଚଢାଉ: ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ବିଭାଗର କଟକସ୍ଥିତ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ଦ୍ୱାରା ୭୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ତେବେ ଏହି ଚୋରା କାରବାରରେ ସମ୍ପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲଣ କରିଛି । ସୂଚନା ଅନୁଯାୟୀ ଅବକାରୀ ବିଭାଗ କର୍ମଚାରୀମାନେ ଆଜି ସକାଳେ ଗୋପାଳପୁର ଠାରେ ଜଗି ରହି ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ…

Read More

କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର

କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଗତ ୮ ତାରିଖ ବୁଧବାର ପୂର୍ବାହ୍ନରେ ଅର୍କଶ୍ରୀର ଶିଳ୍ପୀ ବାଟିକା ପରିସରରେ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର ଏବଂ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମଟି କୋଭିଡ୧୯ର ସମସ୍ତ ନିତୀ…

Read More

ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବଡ଼ମ୍ବା (ଏନ୍‌.ଏମ୍‌.): ଭାରତସରକାରଙ୍କ ମିନିଷ୍ଟ୍ରି ଅଫ ସ୍କିଲ ଡେଭେଲପ ଏଣ୍ଡ ଏଣ୍ଟେରପ୍ରେନୁୟେରସିପ ଅନ୍ତର୍ଗତ ସ୍ୱୟଂଶାସିତ ସଂସ୍ଥା ଜନଶିକ୍ଷଣ ସଂସ୍ଥା ନିର୍ଦ୍ଦେଶାଳୟର କଟକ ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବଡମ୍ବା ବ୍ଲକ ଅନ୍ତର୍ଗତ ଦାଶରଥୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାରୋଡ଼ ଗ୍ରାମର ଭେଳେଇ ଓ ବେଲିଆପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମଣଗାଡିଆ ଗ୍ରାମରେ ଦୁଇ ଗୋଟି ଦକ୍ଷତା ବିକାଶ କେନ୍ଦ୍ରର ସ୍ଥାପନ କରାଯାଇଛି । ଗ୍ରାମାଞ୍ଚଳର ଯୁବ…

Read More

ଜୱାଦର ଲଗାଣ ବର୍ଷା ପରେ ଦାଉ ସାଧୁଛି ହାତୀପଲ

ଜୱାଦର ଲଗାଣ ବର୍ଷା ପରେ ଦାଉ ସାଧୁଛି ହାତୀପଲ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବ୍ୟାପୀ ଲଗାଣ ବର୍ଷା ବହୁ ଚାଷୀ ପ୍ରଭାବିତ ହୋଇଥିବା ବେଳେ ଏବେ ହାତୀ ଉପଦ୍ରବ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଗୋଟିଏ ପଟରେ ଲଗାଣ ବର୍ଷା ଅଧା ଫସଲ ନେଇଯାଇଥିବାବେଳେ ଆଉ ଯାହା ବାକି ରହିଥିଲା ତାହା ଏବେ ହାତୀଙ୍କ ପେଟରେ ଯାଉଛି । ତେବେ ଚାଷୀ କିଭଳି ବଞ୍ôଚବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।…

Read More

କାମନା ନିଆଁରେ ବଳିପଡ଼ିଲା ବନ୍ଧୁର ନାବାଳିକା କନ୍ୟା

କାମନା ନିଆଁରେ ବଳିପଡ଼ିଲା ବନ୍ଧୁର ନାବାଳିକା କନ୍ୟା ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ନିରାପଦ ଜୀବନଯାପନ ପାଇଁ ମଣିଷ ଅନ୍ୟ ସହିତ ବନ୍ଧୁତା ସ୍ଥାପନ କରିଥାଏ କିନ୍ତୁ ବେଳେ ବେଳେ ଏହି ବନ୍ଧୁ ଏପରି କର୍ମ ଘଟାଇଥାଏ ଯେଉଁଥିପାଇଁ ବନ୍ଧୁତା ଶବ୍ଦଟି କଳଙ୍କ ପାଲଟିଯାଏ । ଏହିପରି କଳଙ୍କିତ ବନ୍ଧୁତ୍ୱର ନିଦର୍ଶନ ଦେଖିବାକୁ ମିଳିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଉଚ୍ଚପଦା ପଂଚାୟତର ନଟିମାଳ ଗ୍ରାମରେ । ଏହି ଗ୍ରାମରେ ରହୁଥିବା ବସନ୍ତ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଜନୈକ ବ୍ୟକ୍ତି ଜଣେ…

Read More

ହରଡ଼ ନାମରେ ବିକ୍ରି ହେଉଛି ଖେସାରୀ : କଟକ ମାଲଗୋଦାମରେ ଚଢଉ, ୪୦କ୍ୱିଣ୍ଟାଲ୍ ଡାଲି ଜବତ

ହରଡ଼ ନାମରେ ବିକ୍ରି ହେଉଛି ଖେସାରୀ : କଟକ ମାଲଗୋଦାମରେ ଚଢଉ, ୪୦କ୍ୱିଣ୍ଟାଲ୍ ଡାଲି ଜବତ କଟକ(ଏନ୍‌.ଏମ୍‌.): କଟକସହ ରେ ନକଲି ଘିଅ, ତେଲ, ସସ, ଜର୍ଦ୍ଦା, ଗୁଟୁଖା ପରେ ଏବେ ମାଲଗୋଦାମରେ ନକଲ ଡାଲି ବିକ୍ରି ହେଉଥିବା ଜଣାପଡିଛି । କମିଶନରେଟ ପୁଲିସ ଏବଂ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କଟକ ମାଲଗୋଦାମରେ ଚଢଉ କରାଯାଇଛି । ଚଢଉ ବେଳେ ୪୦ କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡାଲି ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ…

Read More

ଓସେପା ତରଫରୁ ରାଜ୍ୟସ୍ତରୀୟ କଳା ଉତ୍ସବ : ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ

ଓସେପା ତରଫରୁ ରାଜ୍ୟସ୍ତରୀୟ କଳା ଉତ୍ସବ : ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱର(ଏନ୍‍.ଏମ୍‍.): ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ…

Read More

ତାମିଲନାଡୁରେ ହେଲକପ୍ଟର ଦୁର୍ଘଟଣା: ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ମୃତ

ତାମିଲନାଡୁରେ ହେଲକପ୍ଟର ଦୁର୍ଘଟଣା: ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ମୃତ ନୂଆଦିଲ୍ଲୀ(ଏନ୍‍.ଏମ୍‍.): ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଜେନେରାଲ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ପ୍ରାଣ ହରାଇଛନ୍ତି । ଏବେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂହ ୱେଲିଂଟନରେ ଥିବା ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି…

Read More

ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ

ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ କଟକ(ଏନ୍‌.ଏମ୍‌.): ଲଗାତାର ଷାଠିଏ ଦିନରେ ଷାଠିଏ ଗଳ୍ପ ଲେଖି ଚର୍ଚ୍ଚା ପାଲଟିଛନ୍ତି ଜୟଶ୍ରୀ ସାହୁ । ଅଳ୍ପ ବୟସରୁ ସାରସ୍ୱତ ସାଧନାରେ ପାଦଥାପିଥିବା କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସେ ସଫଳ ହୋଇପାରିଛନ୍ତି । ଜାତୀୟସ୍ତରୀୟ ସଂସ୍ଥା ପ୍ରତିଲିପି ଓଡ଼ିଆ ପକ୍ଷରୁ ସଞ୍ଚାର ମାଧ୍ୟମରେ ଅନୁଷ୍ଠିତ ଷାଠିଏ ଦିନରେ ଷାଠିଏ ଗଳ୍ପ ପ୍ରତିଯୋଗିତାରେ ଶୈଳବାଳା ମହିଳା ସ୍ୱୟଂଶାସିତ…

Read More

ଜାତୀୟ ସଶସ୍ତ୍ର ବାହିନୀ ପତାକା ଦିବସରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ପତାକା ପ୍ରଦାନ

ଜାତୀୟ ସଶସ୍ତ୍ର ବାହିନୀ ପତାକା ଦିବସରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ପତାକା ପ୍ରଦାନ ଭୁବନେଶ୍ୱର(ଏନ୍‌.ଏମ୍‌.): ଜାତୀୟ ସଶସ୍ତ୍ରବାହିନୀ ପତାକା ଦିବସ ଉପଲକ୍ଷେ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ କମୋଡର ଘନଶ୍ୟାମ୍ ଓଝା ସଶସ୍ତ୍ରବାହିନୀ ପତାକା ପ୍ରଦାନ କରିଥିଲେ । ରାଜ୍ୟ ସୈନିକ ବୋର୍ଡ ଆନୁକୂଲ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦିବଂଗତ ସୈନିକଙ୍କ ପରିବାରବର୍ଗଙ୍କ ଆର୍ôଥକ ସହାୟତା ନିମନ୍ତେ ଦାନ ପାଣ୍ଠି ସଂଗ୍ରହ ଅଭିଯାନ କରାଯାଇଥାଏ…

Read More