କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ
କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ କଟକ(ଏନ୍.ଏମ୍.): କଟକ ସହରରେ ଏବେ କରୋନା ପୁଣି ଲେଉଟାଣୀ ନେଇଛି । ପ୍ରତିଦିନ କିଛିକିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଗୋଟିଏ ପରିବାରର ୬ଜଣ ବ୍ୟକ୍ତିଙ୍କ ନମୂନାରେ କୋଭିଡ ପଜିଟିଭ ବାହାରିଛି । ଯାହାକୁ ନେଇ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯିବା ସହ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏ ନେଇ ସିଏମସି କମିଶନର ଅନନ୍ୟା ଦାସ ଜାରି କରିଥିବା…
