କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ
କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଟକ ଜିଲ୍ଲାର ମୁଖ୍ୟତଃ ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ବର୍ଣ୍ଣାଢ଼୍ୟ ପରିବେଷ ମଧ୍ୟରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରବାଟୀ-କଟକ ବିଜେଡ଼ି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନେତୃତ୍ୱ ନେଇଥିଲେ । ପ୍ରଥମେ ବିଜେଡ଼ି ଦୋଳମୁଣ୍ଡାଇସ୍ଥିତ…
