କଟକରେ ଅଖିଳ ଭାରତୀୟ କନ୍ଷ୍ଟ୍ରକ୍ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ
କଟକରେ ଅଖିଳ ଭାରତୀୟ କନ୍ଷ୍ଟ୍ରକ୍ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ #କଟକ(ଏନ୍.ଏମ୍.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନ୍ଷ୍ଟ୍ରକ୍ସନ୍ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୨୦୨୨ ମାର୍ଚ୍ଚ ୫ ଓ ୬ ଦୁଇଦିନ ବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କର ସର୍ବଭାରତୀୟ ସମ୍ମିଳନୀ କଟକ ବାରବାଟୀ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ସର୍ବଭାରତୀୟ ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ…
