କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର-୧୩ ବାଲ୍ମିକୀ ନଗର ଆଦିବାସୀ ସାହିରେ ଆଦିବାସୀ ସେଙ୍ଗେଲ ଅଭିଯାନ କଟକ ଜିଲ୍ଲା ସଭାପତି ସିଙ୍ଗ୍ରାୟ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ହାସା-ଭାଷା ବିଜୟ ଦିବସ ପାଳନ କରାଯାଇଛି । ଏଥିରେ ଅତିଥି ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ ଯୋଗ ଦେଇ ହାସା-ଭାଷା ବିଜୟ ଦିବସ ଆଦିବାସୀଙ୍କ ମାତୃଭୁମି-ମାତୃଭାଷାର ବିଜୟ ଦିବସ ବୋଲି ମତବ୍ୟକ୍ତ କରିଥିଲେ ।…

Read More

ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ

ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ତାରିଖ ବଡ଼ଦିନ ଠାରୁ ୨ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରିଥିଲେ । ମାତ୍ର କଟକଣା ଜାରି ନିର୍ଦ୍ଦେଶନାମା ପ୍ରକାଶ ପାଇବାର କିଛି ସମୟ ପରେ ବିଭିନ୍ନ ଦିଗରୁ ବିଚାର କରି ସ୍ୱତନ୍ତ୍ର ରିଲିଫ କମିଶନର ଏହି କଟକଣାରେ ସଂଶୋଧନ କରିଛନ୍ତି । ସଂଶୋଧିତ ବିଜ୍ଞପ୍ତି ଅନୁସାରେ କେବଳ ଡିସେମ୍ବର ୨୫, ୩୧ ତାରିଖ ସହିତ…

Read More

ବଡ଼ଦିନ ଓ ନୂଆବର୍ଷ ପାଳନକୁ ଝଟକା : ୯ ଦିନ ପାଇଁ ସାରା ରାଜ୍ୟରେ କଟକଣା

ବଡ଼ଦିନ ଓ ନୂଆବର୍ଷ ପାଳନକୁ ଝଟକା ୯ ଦିନ ପାଇଁ ସାରା ରାଜ୍ୟରେ କଟକଣା ଭୁବନେଶ୍ୱର (ଏନ୍‌.ଏମ୍‌.): କେଇଟା ଘଣ୍ଟା ପରେ ବଡ଼ଦିନ ପାଳନ ହେବାକୁ ଥିବାବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ରାଜ୍ୟବାସୀଙ୍କୁ ଝଟକା ଦେଇଛି । ତେବେ ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ପରେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ୪ଜଣ ଆକ୍ରାନ୍ତ ହୋଇ ସାରିଲେଣି । ତେବେ ଏହାର ସଂଖ୍ୟାବୃଦ୍ଧି ନହେବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇ ଏଭଳି କଟକଣା ଲଗାଇଛନ୍ତି…

Read More