ନିର୍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ
ନିର୍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ କଟକ(ଏନ୍.ଏମ୍.): ପାଞ୍ଚବର୍ଷ ଡେପୁଟେସନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍ତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କର ନାହିଁ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଓ ବିଚାରପତି ଏ. କେ. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ…
