ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା

ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା ବୟାଳିଶ ମୌଜା (ଏନ୍‌.ଏମ୍‌.):ସାମାଜିକ ସଂଗଠନ ପ୍ରତିଭା ସାଂସ୍କୃିତିକ କଳା ପରିଷଦ ପକ୍ଷରୁ ବନ୍ତୁଣିଆସ୍ଥିତ ବନ୍ତେଶ୍ୱର ମହାଦେବ ପୀଠରେ ଏକ କ୍ରୀଡା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଅନ ହୋଇଥିବା ୪୨ମୌଜା ବଉଳକୁଦ ଗ୍ରାମର ସ୍ୱର୍ଣ୍ଣଦେବୀ ଫୁଟବଲ୍ ଟିମର ସମସ୍ତ ଖେଳାଳୀ ଓ କର୍ମକର୍ତ୍ତମାନଙ୍କୁ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା…

Read More

ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ

ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ ଓଡ଼ିଶା ପୁଲିସ୍‌କୁ ଅଧିକ କ୍ରିୟାଶୀଳ ଓ ରୁଦ୍ଧିମନ୍ତ କରାଯିବ କଟକ(ଏନ୍‌.ଏମ୍‌.): ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୩ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥବରେ ଡିଜିପି ଅଭୟଙ୍କ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶା ପୁଲିସ୍ ବିଭାଗକୁ କିଭଳି ଅଧିକ କ୍ରିୟାଶୀଳ ଓ ରୁଦ୍ଧିମନ୍ତ କରାଯିବ ସେ…

Read More

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମିଶନରୋଡ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଏମ. ତୃପ୍ତିରାଣୀଙ୍କ ପୌରହିତ୍ୟରେ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭର୍ଚ୍ଚୁଆଲ ମୋଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ରେଭରେଣ୍ଟ ପରିତୋଷ ରାଉତ ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ । ରେଭରେଣ୍ଟ ସୌରଭ ସମ୍ପଦ ନାଗ ବଡ଼ଦିନର ଶୁଭବାର୍ତ୍ତା ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଏମ.ତୃପ୍ତିରାଣୀ ଛାତ୍ରଛାତ୍ରୀମାନଙ୍କୁ ବଡ଼ଦିନ…

Read More

ରଜନୀ ସେଠୀଙ୍କ ସ୍ମୃତିସଂଧ୍ୟା ଓ ସମ୍ବର୍ଦ୍ଧନା ଉତ୍ସବ

ରଜନୀ ସେଠୀଙ୍କ ସ୍ମୃତିସଂଧ୍ୟା ଓ ସମ୍ବର୍ଦ୍ଧନା ଉତ୍ସବ କଟକ(ଏନ୍‌.ଏମ୍‌.): ସ୍ୱର୍ଗତ ସେବକ ବୈରାଗୀ ସେଠୀଙ୍କ ପତ୍ନୀ ମହିଳା ସେବିକା ସ୍ୱର୍ଗୀୟା ରଜନୀ ସେଠୀଙ୍କ ସ୍ମୃତିସଂଧ୍ୟା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଲିକୁଦା ଗୋପାଳପୁରସ୍ଥିତ ରଜକ ସାହି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ଦାସ ଦେଇ ସେବା ମନବୃତ୍ତି ସମସ୍ତଙ୍କ ପାଖରେ ନଥାଏ । ଯେଉଁ ବ୍ୟକ୍ତିବିଶେଷଙ୍କ ପାଖରେ ଭଗବାନଙ୍କ ସେହିଭଳି ଆର୍ଶିବାଦ ଥିବ ସେମାନେ…

Read More