କେନ୍ଦ୍ର ସରକାରଙ୍କ ବ୍ୟାଙ୍କିଙ୍ଗ ଆଇନ ବିରୋଧରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଧର୍ମଘଟ
କେନ୍ଦ୍ର ସରକାରଙ୍କ ବ୍ୟାଙ୍କିଙ୍ଗ ଆଇନ ବିରୋଧରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଧର୍ମଘଟ କଟକ(ଏନ୍.ଏମ୍.): ବ୍ୟାଙ୍କ ଘରୋଇ କରଣ ପାଇଁ କେନ୍ଦ୍ରସରକାରଙ୍କ ସଂସଦରେ ଆଣୁଥିବା ବ୍ୟାଙ୍କିଙ୍ଗ ଆଇନ (ସଂଶୋଧନ)୨୦୨୧ ବିଲର ପ୍ରତ୍ୟାହାର ଦାବିରେ ଆଜି ଠାରୁ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି । ଦେଶର ୧୦ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ମିଳିତ ମଞ୍ଚ ୟୁଏଫବିୟୁ ପକ୍ଷରୁ ଆୟୋଜିତ ୨ଦିନିଆ ଧର୍ମଘଟ ଯୋଗୁ କଟକ ସହର ତଥା ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଶାଖା…
