ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ
ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ କଟକ(ଏନ୍.ଏମ୍.): ଲଗାତାର ଷାଠିଏ ଦିନରେ ଷାଠିଏ ଗଳ୍ପ ଲେଖି ଚର୍ଚ୍ଚା ପାଲଟିଛନ୍ତି ଜୟଶ୍ରୀ ସାହୁ । ଅଳ୍ପ ବୟସରୁ ସାରସ୍ୱତ ସାଧନାରେ ପାଦଥାପିଥିବା କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସେ ସଫଳ ହୋଇପାରିଛନ୍ତି । ଜାତୀୟସ୍ତରୀୟ ସଂସ୍ଥା ପ୍ରତିଲିପି ଓଡ଼ିଆ ପକ୍ଷରୁ ସଞ୍ଚାର ମାଧ୍ୟମରେ ଅନୁଷ୍ଠିତ ଷାଠିଏ ଦିନରେ ଷାଠିଏ ଗଳ୍ପ ପ୍ରତିଯୋଗିତାରେ ଶୈଳବାଳା ମହିଳା ସ୍ୱୟଂଶାସିତ…
