ଜୁନିୟର ହକି ବିଶ୍ୱକପ୨୦୨୧: ଯୁବ ବୃତ୍ତିଗତ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣ ପ୍ଲାଟଫର୍ମ

ଜୁନିୟର ହକି ବିଶ୍ୱକପ୨୦୨୧: ଯୁବ ବୃତ୍ତିଗତ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣ ପ୍ଲାଟଫର୍ମ ଭୁବନେଶ୍ୱର(ଏନ୍‌.ଏମ୍‌.): ଯେତେବେଳେ ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ର କ୍ୱାର୍ଟର ଫାଇନାଲରେ ଭାରତ, ବେଲଜିୟମକୁ ପରାସ୍ତ କଲା, ସେତେବେଳେ ଏହା ସମସ୍ତଙ୍କ ପାଇଁ ଏକ ଖୁସିର ମୂହୁର୍ତ୍ତ ଥିଲା । ବିଶେଷ କରି କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହୋଇଥିବା ସ୍ୱେଚ୍ଛାସେବୀମାନଙ୍କ ଭିତରେ ଏହା ସୃଷ୍ଟି କରିଥିଲା ଏକ ଅଭୂତପୂର୍ବ ଶିହରଣ । ସମ୍ମାନଜନକ ବିଶ୍ୱକପର ଅଂଶ ହୋଇ କ୍ୱାର୍ଟର ଫାଇନାଲର…

Read More

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ ଭୁବନେଶ୍ୱର(ଏନ୍‌.ଏମ୍‌.): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ‘ବୟନିକା’ ଦ୍ୱାରା ହସ୍ତତନ୍ତ ବଜାର ଗତ ୨୫ ତାରିଖରୁ ଚଳିତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପରିଦର୍ଶନ କରିଥିଲେ । ତାଙ୍କ ସହିତ ବିଭାଗୀୟ ଶାସନ…

Read More

କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟା : ସତ୍ରିୟା ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର

କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟା : ସତ୍ରିୟା ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର କୋଣାର୍କ(ଏନ୍‌.ଏମ୍‌.): ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ କଳାର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟାରେ ଗୌହାଟିର ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ଅନିତା ଶର୍ମା ଓ ଭୁବନେଶ୍ୱରର ନିରଞ୍ଜନ ରାଉତ ଓ ସାଥୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟର ମୁର୍ଚ୍ଛନା କଳାପ୍ରେମୀ ଦର୍ଶକଙ୍କୁ ଆତ୍ମବିଭୋର କରିଥିଲା । ଆଜି ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଗୌହାଟିର ନୃତ୍ୟଶିଳ୍ପୀମାନେ କୃଷ୍ଣ ବନ୍ଦନାର ନୃତ୍ୟ ଆରମ୍ଭ…

Read More

କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର

କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ସହରରେ ବୁଲା କୁକୁରଙ୍କ ସଂଖ୍ୟାବୃଦ୍ଧି ଯୋଗୁଁ ସିଏମସି ପକ୍ଷରୁ ପ୍ରଚଳିତ ହୋଇଥିବା କୁକୁର ବନ୍ଧ୍ୟାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦିଗହରା ହୋଇ ପଡ଼ିଛି। ଏନେଇ ସିଏମସି ପକ୍ଷରୁ କୁକୁର ଧରା ସ୍ୱତନ୍ତ୍ର ଗାଡ଼ି ସାଙ୍ଗକୁ କର୍ମଚାରୀମଧ୍ୟ ନିଯୁକ୍ତି ହୋଇଥିଲେ; ଏଥି ସହିତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ନିମନ୍ତେ ପ୍ରାଣୀ ଚିକିତ୍ସାଳୟ ଓ ଡାକ୍ତର ନିଯୁକ୍ତି ଏବଂ ଚିକିତ୍ସାଧିନ କୁକୁରଙ୍କ ପାଇଁ ଖାଦ୍ୟପେୟ ନିମନ୍ତେ…

Read More

କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ

କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ କୋଭିଡ କଟକଣା ମଧ୍ୟରେ ଓଡିଶୀ ଓ କଥକ ନୃତ୍ୟ ପ୍ରଦର୍ଶିତ କୋଣାର୍କ (ଏନ୍‌.ଏମ୍‌.): କୋଭିଡ କଟକଣା ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ-୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଉତ୍କଳୀୟ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଚରମ ନିଦର୍ଶନ ତଥା ପୂର୍ବ ଏସିଆର ଏକମାତ୍ର ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଅବସ୍ଥିତ ମୁକ୍ତାକାଶରଙ୍ଗମଞ୍ଚର ଚର୍ତ୍ତୃପାଶ୍ୱର୍ ରଙ୍ଗବେରଙ୍ଗର…

Read More