ତବରେଜ ପୁଣିଥରେ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ

ତବରେଜ ପୁଣିଥରେ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ କଟକ(ଏନ୍‌.ଏମ୍‌.): ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ପୁଣି ଥରେ ଇଂ. ତବରେଜ ଖାନ ନିର୍ବାଚିତ ହୋଇଛନ୍ତି । ତବରେଜ ଏହା ପୂର୍ବରୁ ଭାରତୀୟ ଛାତ୍ର ସଂସଦର ପ୍ରତିନିଧି ଭାବେ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ଯୋଗ ଦେଇଥିଲେ । ଇଂ. ଖାନ୍ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଅଛନ୍ତି । ଏହି ନିଯୁକ୍ତି…

Read More

ନରସିଂପୁର ବ୍ଲକରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ବିଧାୟକଙ୍କ ସମୀକ୍ଷା

ନରସିଂପୁର ବ୍ଲକରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ବିଧାୟକଙ୍କ ସମୀକ୍ଷା ନରସିଂପୁର(ଏନ୍‌.ଏମ୍‌.): ଗଲା ତିନି ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ବାଲିଝରି ଠାରୁ ବାଲିପୁଟ ପର୍ଯ୍ୟନ୍ତ ସମଗ୍ର ବ୍ଲକରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ଏହାର ତୁରନ୍ତ ନିରାକରଣ ନିମନ୍ତେ ବିଧାୟକ ଏକ ସମୀକ୍ଷା କରିଛନ୍ତି । ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି…

Read More

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ ଭୁବନେଶ୍ୱର/କଟକ/ସମ୍ବଲପୁର(ଏନ୍‌.ଏମ୍‌.): ଛତିଶଗଡ଼ରେ ଲଗାଣ ବର୍ଷା ହେତୁ ଫୁଲୁଛି ମହାନଦୀ । ଗତକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ତେବେ ଏହି ଉଦ୍‌ବୁଦ୍ଦ ଜଳ କଟକ ମଣ୍ଡଳିରେ ପହଞ୍ଚିବାବେଳକୁ ୧୮ତାରିଖ ପୂର୍ବାହ୍ନ ହୋଇ ପରେ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଗୁରୁବାର ସକାଳ ୭ଟାରେ ହୀରାକୁଦ ଜଳସ୍ତର…

Read More

ବନ୍ୟା ବିଭିଷିକା: ବର୍ଷା ପରେ ବି ସୁଧୁରିନି ନରସିଂପୁର ଅବସ୍ଥା

ବନ୍ୟା ବିଭିଷିକା: ବର୍ଷା ପରେ ବି ସୁଧୁରିନି ନରସିଂପୁର ଅବସ୍ଥା ନରସିଂପୁର (ଏନ୍‍.ଏମ୍‍.): ଲଘୁଚାପଜନିତ ଲଗାଣ ବର୍ଷାରେ ସାରା ରାଜ୍ୟରେ ଉତ୍ପାତ ବଢିଚାଲି ଥିବା ବେଳେ ନରସିଂପୁର ବ୍ଲକ ସେଥିରୁ ବାଦ ପଡିନି । ଦୀର୍ଘ ତିନିଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ରେ ସାରା ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସାଧାରଣ ଜୀବନ ଯାତ୍ରା ଓ ଜୀବିକା ନଷ୍ଟ ହୋଇ ପଡିଛି । ବାଲିପୁଟରୁ ବାଲିଝରି ପର୍ଯ୍ୟନ୍ତ ଅବସ୍ଥା ଏଭଳି ସ୍ଥିତିରେ ପହଞ୍ôଚଛି…

Read More

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ ବାଲେଶ୍ୱର(ଏନ୍‍.ଏମ୍‍.): ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶତ୍ରୁ ହାତକୁ ଟେକି ଦେଇ ଅର୍ଥ ରୋଜଗାର କରିବା ପ୍ରବୃତ୍ତି ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ବେଇମାନ କାର୍ଯ୍ୟରେ ଲିପ୍ତ ଥିବା ଦେଶର କିଛି ବ୍ୟକ୍ତିଙ୍କ ଉପରେ ଦେଶର ପ୍ରତିରକ୍ଷା ବିଭାଗ ପକ୍ଷରୁ କଡ଼ାନଜର ରଖାଯାଇଛି । ଓଡ଼ିଶାରେ ଏହିଭଳି ଜଣେ ବେଇମାନ ଈଶ୍ୱର ବେହେରା ଗିରଫ ହେବା ପରେ ପୁଣି ୪ଜଣ ଚିହ୍ନଟ…

Read More

ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ

ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ପ୍ରତ୍ୟେକ ନାଗରିକ ପାଇଖାନା ବ୍ୟବହାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ‘ସ୍ୱଚ୍ଛଭାରତ ମିଶନ୍‌’ । ପାଇଖାନା ନିର୍ମାଣ ନିମନ୍ତେ ୧୨ହଜାର ଟଙ୍କାର ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଯୋଜନା କାର୍ଯ୍ୟକାରୀ ହେଉଥିବା ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରମ ଭଳି ବ୍ଲକକୁ ବାହ୍ୟ ମଳମୁକ୍ତ ବ୍ଲକ ବୋଲି ଘୋଷଣା କରାଯାଉଛି ।…

Read More

ରାଜ୍ୟରେ ବଢ଼ୁଛି ବନ୍ୟା: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌

ରାଜ୍ୟରେ ବଢ଼ୁଛି ବନ୍ୟା: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ସମ୍ୱଲପୁର/ଭୁବନେଶ୍ୱର/କଟକ(ଏନ୍‍.ଏମ୍‍.): ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଜିଲ୍ଲାର ବହୁ ଗ୍ରାମ ଜଳମଗ୍ନ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛି । ଅନ୍ୟପକ୍ଷରେ ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ ଜଳନିଷ୍କାସନ ହୋଇ ପାରୁନଥିବା ଯୋଗୁଁ ଉଦ୍‍ବୁଦ୍ଦ ଜଳ ବନ୍ୟାର ରୂପ ଧାରଣ କରିଛି । ଗୋଟିଏ ପଟେ ରାଜ୍ୟରେ ଜଳବନ୍ଦୀରେ ଜନସାଧାରଣ ହିନସ୍ତା ଭୋଗ…

Read More

ପୁଣି ଛେଚିବ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୧୦ଟିକୁ ଅରେଞ୍ଜ ୱାର୍ଣ୍ଣିଂ

ପୁଣି ଛେଚିବ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୧୦ଟିକୁ ଅରେଞ୍ଜ ୱାର୍ଣ୍ଣିଂ ଭୁବନେଶ୍ୱର(ଏନ୍‌.ଏମ୍‌.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଏବେ ଚାନ୍ଦବାଲିର ପଶ୍ଚିମ-ଉତ୍ତରପଶ୍ଚିମରେ ୨୦ କିଲୋମିଟର ଦୂରରେ ଓ କେନ୍ଦୁଝରଗଡ଼ର ପୂର୍ବ-ଦକ୍ଷିଣପୂର୍ବରେ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବ ବୋଲି…

Read More

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ କଟକ (ଏନ୍‌.ଏମ୍‌.): କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ଏକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜଣେ ମହିଳା ରୋଗୀ ବୋଲି ଜଣାପଡ଼ିଛି । ତାଙ୍କ ଘର ବଲାଙ୍ଗିର ଜିଲ୍ଲାରେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା । ଏହାପରେ ତାଙ୍କୁ…

Read More

ଏସସିବିରେ ପୁଣି ଅଘଟଣ: ଛାତରୁ ଖସିଲା କଂକ୍ରିଟ୍‌, ଅଳ୍ପକେ ବର୍ତ୍ତିଲେ ରୋଗୀ

ଏସସିବିରେ ପୁଣି ଅଘଟଣ: ଛାତରୁ ଖସିଲା କଂକ୍ରିଟ୍‌, ଅଳ୍ପକେ ବର୍ତ୍ତିଲେ ରୋଗୀ କଟକ(ଏନ୍‌.ଏମ୍‌.): କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ପୁଣି ଅଘଟଣ । ଆଜି ସକାଳୁ ଛାତରୁ କଂକ୍ରିଟ ଖସିପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ରୋଗୀ । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ଏସସିବି ମେଡ଼ିକାଲର ସର୍ଜରୀ ବିଭାଗ ଆଉଟଡୋରରେ ଛାତରୁ କଂକ୍ରିଟ୍ ଖଣ୍ଡ ଖସି ପଡ଼ିଥିଲା । କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସି ପଡ଼ିଥିଲା । ସେତେବେଳ ରୋଗୀମାନେ ଟିକେଟ୍…

Read More

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘଦ୍ୱାରା ପରିଚାଳିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଗଠିତ ଏନ୍‌.ଆର୍‌.ଆର୍‌.ଆଇ. କଣ୍ଟ୍ରାକ୍ଟ ଲେବର ୟୁନିୟନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇ ଯାଇଛି । ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିନୟ କୁମାର ସିହ୍ନା ଯୋଗଦେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶ୍ରୀଯୁକ୍ତ ସିହ୍ନା ଶ୍ରମିକମାନଙ୍କୁ ଉଦ୍‌ବୋଧନ…

Read More

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ କଟକ(ଏନ୍‌.ଏମ୍‌.): ପାର୍ବଣରେ ୪ଫୁଟ ଉଚ୍ଚତାର ମୂର୍ତ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । କଟକ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି ଶାନ୍ତିକମିଟି ପକ୍ଷରୁ ଆଗତ ବୈଠକରେ ସହରବାସୀଙ୍କ ପୁଞ୍ଜିଭୁତ ଅସନ୍ତୋଷର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ୪ଫୁଟ ଉଚ୍ଚତାର ମୂର୍ତ୍ତିକୁ ନେଇ ସରକାରଙ୍କ…

Read More