କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ

କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ କଟକ(ଏନ୍‌.ଏମ୍‌.): କୌଣସି ଅନୁମତି ପତ୍ର ନଥାଇ ବିଭିନ୍ନ ବେନାମୀ କମ୍ପାନୀ ନାମରେ ଏହି ଖାଦ୍ୟ ସାମଗ୍ରୀ ବଜାରକୁ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ଲାଭ ନେଉଥିବାବେଳେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ସୁନ୍ଦର ସୁନ୍ଦର ପ୍ୟାକେଟ ଭିତରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇ କେବଳ ଗ୍ରାହକ ମାନଙ୍କୁ ଠକୁ ନାହାନ୍ତି ବରଂ ଏହି ଖାଦ୍ୟ ସାମଗ୍ରୀ ମାଧ୍ୟମରେ ବିଭିନ୍ନ ରୋଗ ମଧ୍ୟ…

Read More

ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି

ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି ଭୁବନେଶ୍ୱର (ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସ୍ୱାସ୍ଥ୍ୟସେବା ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ସାଧାରଣ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହେଉଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ସରକାର ଏକ ବିକଳ୍ପ ପନ୍ଥା ଅବଲମ୍ବନ କରିଛନ୍ତି । ଏଥର ଫାର୍ମାସିଷ୍ଟମାନେ ମଧ୍ୟ ଔଷଧ ଦେଇ ପାରିବେ ବୋଲି…

Read More

୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍‌ଓର ଆହ୍ୱାନ

୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍‌ଓର ଆହ୍ୱାନ କଟକ (ଏନ୍‌.ଏମ୍‌.): କର୍ପୋର୍ରେଟ୍ ସ୍ୱାର୍ଥରକ୍ଷାକାରୀ ତଥା ଚାଷୀମାରଣ ୩ଟି କଳା କୃଷି ଆଇନ୍ ଓ ବିଦ୍ୟୁତ୍ (ସଂଶୋଧନ)ବିଲ୍ ୨୦୨୧ ବାତିଲ୍‌, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ୍ କରିବା, ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଆଦି ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଡାକରାରେ ୨୭ ସେପ୍େଟମ୍ବର ଭାରତ ବନ୍ଦକୁ…

Read More

ଏସସିବିରେ ଇକ୍‌ମେ। ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ: ସମସ୍ତ ରୋଗୀ ଆଖିବୁଜିଲେ

ଏସସିବିରେ ଇକ୍‌ମେ। ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ: ସମସ୍ତ ରୋଗୀ ଆଖିବୁଜିଲେ କଟକ (ଏନ୍‌.ଏମ୍‌.): କଟକ ଏସସିବି ମେଡିକାଲର ଇକମୋ ୟୁନରେ ଚିକିତ୍ସାଧୀନ ଥିବା ଶେଷ ରୋଗୀଙ୍କ ମୃତ୍ୟୁ ହୋଇଛି । ଶେଷ ମୃତକ ଜଣକ ମହିଳା ରୋଗୀ ଥିଲେ । ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ଜଣ ରୋଗୀ ଆଖି ବୁଜିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁପରେ ଏବେ…

Read More

ନାନ୍ଦୋଳ ପଞ୍ଚାୟତ କମିଟିର ବୈଠକ ଓ ମିଶ୍ରଣ ପର୍ବ

ନାନ୍ଦୋଳ ପଞ୍ଚାୟତ କମିଟିର ବୈଠକ ଓ ମିଶ୍ରଣ ପର୍ବ କଟକ (ଏନ୍‌.ଏମ୍‌.): ଆଜି ବିଜେପିର ସଲେପୁର ବ୍ଲକ୍ ଅନ୍ମର୍ଗତ ନାନ୍ଦୋଳ ପଞ୍ଚାୟତର ସାଙ୍ଗଠନିକ ବୌଠକ ଅନଷ୍ଠିତ ହୋଇଯାଇଛି । ଏଥିରେ ଆୟୋଯିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ତଥା ଭାଜପାର କଟକ ଜିଲ୍ଲା ସଭାପତ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ସଂଗଠନକୁ ମଜବୁତ କରିବା ସହ ପଞ୍ଚାୟତର ବିଜେପି ସଭାପତି ଭାବେ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଘୋଷଣା କରିବା ସହ ଯୁବଗୋଷ୍ଠୀଙ୍କୁ ଏକତ୍ର କରି ଭାଜପାର ସ୍ଥିତିଦୃଢ…

Read More

“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା

“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା ଜଗତପୁର(ଏନ୍‌.ଏମ୍‌.): ‘ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜଗତପୁର ୪୮ନଂ ୱାର୍ଡ ଅଫିସ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ କଟକ କମିଶନରେଟ ପୋଲିସର ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ରାଷ୍ଟ୍ରପତି ପୁରସ୍କାର ପାଇଁ ଯୋଗ୍ୟବିବେଚିତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଜଗତପୁର ଥାନାର ଆଇଆଇସି ରବିନ୍ଦ୍ରନାଥ ମେହେରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା…

Read More

ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ମୁହାଁମୁହିଁ ଟ୍ରାକ୍ଟର ସମ୍ମୁଖରେ ଶୋଇଲେ ବ୍ୟବସାୟୀ କୋଣାର୍କ(ଏନ୍‌.ଏମ୍‌.): ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ପ୍ଲଟ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଧାରଣା ୧୬ ଦିନରେ ପହଂଚିଛି । ଏହି ସମସ୍ୟାର ସମାଧାନ ହୋଇନପାରିବାରୁ ସୋମବାର ଅପରାହ୍ନରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ଉଭୟ ମୁହାଁମୁହିଁ ହୋଇଥିଲା । ଗତ କିଛି ଦିନ ହେଲା ନୂଆ ପ୍ଲଟରେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନ…

Read More

ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ

ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ ଆସନ୍ତା କାଲି ଫେରିବେ ଘରକୁ କଟକ (ଏନ୍‌.ଏମ୍‌.): ନାଗ ସାପ କାମୁଡ଼ାରେ କଲବଲ ହେଉଥିବା କୁନି ଝିଅଟି ଏବେ ସୁସ୍ଥ ହୋଇଛି । ଆସନ୍ତାକାଲି ସେ ମେଡ଼ିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିବ ବୋଲି କଟକ ବଡ଼ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଦୀର୍ଘ ୪ମାସ ତଳେ ଜୁନମାସରେ ନବରଙ୍ଗପୁର ଜିଲ୍ଲା ଉମରକୋଟର…

Read More

୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ

୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ କଟକ(ଏନ୍‌.ଏମ୍‌.): କଟକରେ ବ୍ରାଉନସୁଗର ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ କମିଶନରେଟ ପୁଲିସ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ନିଶା ବେପାରୀମାନେ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରି ବ୍ୟବସାୟ ଚଳାଇଥିବା କୁହାଯାଉଛି । ଆଜି ବ୍ରାଉନସୁଗର ବିକ୍ରି କରୁଥିବା ଅଭିଯୋଗରେ ମଧୁପାଟଣା ପୁଲିସ ସ୍ଥାନୀୟ ମାତୃଭବନ ନିକଟରୁ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୭.୩ ଗ୍ରାମ ଓଜନର ବ୍ରାଉନସୁଗର…

Read More

ବାରବାଟୀରେ ମାଟିରେ ପୁଣି ଭାରତ-ଇଣ୍ଡିଜ୍ ଟି-୨୦ ମ୍ୟାଚ: ଫେବୃୟାରୀ ୧୫ରେ ସଂଗ୍ରାମ

ବାରବାଟୀରେ ମାଟିରେ ପୁଣି ଭାରତ-ଇଣ୍ଡିଜ୍ ଟି-୨୦ ମ୍ୟାଚ: ଫେବୃୟାରୀ ୧୫ରେ ସଂଗ୍ରାମ କଟକ(ଏନ୍‌.ଏମ୍‌.) : ୨୦୨୧-୨୦୨୨ ଘରୋଇ କ୍ରିକେଟ୍ ପାଇଁ ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି । ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି । ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ; ବିସିସିଆଇ ତାହାର ନିଷ୍ପତ୍ତି ନେଇସାରିଛି…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ କଟକ (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୟନ୍ତୀ ଅବସରରେ ନଦୀ ବନ୍ଦନ, ନଦୀ ପୂଜନ, ନଦୀ ନିର୍ମଳ ପାଇଁ ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଡଗଡ଼ିଆ ଘାଟ ଠାରେ ମହାନଦୀ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜଳ ଶକ୍ତି…

Read More

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଲେଖିକା, ସମାଜସେବୀ, କବି, ସାମ୍ବିଦିକା, ଅଧ୍ୟାପିକା, ତଥା ଦୈନିକ ସମାଜ ଖବର କାଗଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରାମା ମହାପାତ୍ରଙ୍କର ଆଜି ପୁରୀ ସ୍ୱର୍ଗଦ୍ୱାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି । ମନୋରମାଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ…

Read More