ଲୋକଙ୍କ ଦାବିକୁ ସମ୍ମାନ ଦେଇ ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର
ଲୋକଙ୍କ ଦାବିକୁ ସମ୍ମାନ ଦେଇ ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର #ଭୁବନେଶ୍ୱର(ଏନ୍.ଏମ୍.): ଗତ କାଲି ଅର୍ଥାତ ଫେବୃୟାରୀ ୨୪ତାରିଖ ଶନିବାର ରାଜ୍ୟ ସରକାର ୩୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଘୋଷଣା କରିଥିବାବେଳେ ଆଜି ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ଆଉଗୋଟିଏ ଏନଏସି ବୃଦ୍ଧି କରିଛନ୍ତି ।…


