୪୦ କିଲୋ ଚୋରା ଗଞ୍ଜେଇ ଜବତ ଜଣେ ଗିରଫ
୪୦ କିଲୋ ଚୋରା ଗଞ୍ଜେଇ ଜବତ ଜଣେ ଗିରଫ #ଚୌଦ୍ୱାର(ଏନ୍.ଏମ୍.): ରାଜ୍ୟରେ ଏବେ ଚୋରା ଗଞ୍ଜେଇ ଚାଲଣ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜେଇ ମାଫିଆମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ପୁଲିସ ତଥା ଅବକାରୀ ବିଭାଗ ଆଖିରେ ଧୁଳି ଦେଇ ବେପାର ଚଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି…




