ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ
ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ କଟକ(ଏନ୍.ଏମ୍.): ଭକ୍ତ ମଧୁ ବିଦ୍ୟା ପୀଠ ସ୍କୁଲରେ ୨୦୦୪ବ୍ୟାଚର ଛାତ୍ରଛାତ୍ରୀ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁ ମିଳନରେ ତତ୍କାଳୀନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ…


