ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ
ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ #କଟକ(ଏନ୍.ଏମ୍.): କଟକ ଓ ଏହାର ଆଖପାଖ ଅଞ୍ଚଳରେ ଛିନ୍ତାଇ କରୁଥିବା ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ୩ ଜଣ କୁଖ୍ୟାତ ଲୁଟେଣାକୁ ଆଜି ପୁରୀଘାଟ ଥାନା ପୁଲିସ ଗିରଫ କରିଛି…


