ଅନ୍ତଃ ବିଦ୍ୟାଳୟ କ୍ରିକେଟ୍: ଓଲ୍ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍ରେ ପ୍ରୟାଗ
ଅନ୍ତଃ ବିଦ୍ୟାଳୟ କ୍ରିକେଟ୍: ଓଲ୍ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍ରେ ପ୍ରୟାଗ #କଟକ(ଏନ୍.ଏମ୍.): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ) ପକ୍ଷରୁ ବୁଧବାର ଠାରୁ ଆରମ୍ଭ ହୋଇଥିବା ଅନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ର ଆଜି ଅନୁଷ୍ଠିତ ୩ଟି ମ୍ୟାଚ୍ରେ ଓଲ୍ଡ ଷ୍ଟିୱାର୍ଟ ସ୍କୁଲ,…




