ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ #ଟାଙ୍ଗୀ-ଚୌଦ୍ୱାର (ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଉନ୍ନତି ନିମନ୍ତେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବହୁ କାର୍ଯ୍ୟ କରି ଆସୁଛନ୍ତି । ଦଳ, ବଳ, ଗୋଷ୍ଠୀ ନିର୍ବିଶେଷରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସେ ସର୍ବଦା ଅଣ୍ଟାଭିଡ଼ିଛନ୍ତି । ନିର୍ବାଚନ ମଣ୍ଡଳୀରେ ବହୁ କୁଜିନେତାଙ୍କ ବିରୋଧ ସତ୍ତ୍ୱେ ଦିନକୁ…
