କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ
କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ [caption id="attachment_3824" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ଶାରଳା ଭବନରେ କେନ୍ଦ୍ର ସରକାରଙ୍କ "ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଯୁକ୍ତ ଭାରତର ବଜେଟ-୨୦୨୨’ ସମ୍ବନ୍ଧରେ କଟକନଗର ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ସଭା ଆରମ୍ଭରେ ଭାରତ…












