ବନ୍ଧାହେଲେ ୨ ଆନ୍ତଃଜିଲ୍ଲା ଡକାୟତ, ବନ୍ଧୁକ ଜବତ
ବନ୍ଧାହେଲେ ୨ ଆନ୍ତଃଜିଲ୍ଲା ଡକାୟତ, ବନ୍ଧୁକ ଜବତ [caption id="attachment_3782" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡକାୟତି କରୁଥିବା ଗ୍ୟାଙ୍ଗକୁ କଟକ କମିଶନରେଟ୍ ପୁଲିସ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ବନ୍ଧୁକ ମୁନରେ ଚଳାଇଥିଲେ ଆତଙ୍କ ରାଜ ।…












