ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ

ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ ଜାକର୍ତା (ଏଜେନ୍ସି): ଓଡ଼ିଶାର ଭେଟେରାନ ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ଆସନ୍ତା କାଲିଠାରୁ ଯୁବ ଭାରତୀୟ ଦଳ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ଏହି ଭାରତୀୟ ଦଳରେ ୧୦ଜଣ ସଦସ୍ୟ ପ୍ରଥମ ଥର ଲାଗି ସିନିୟର ଦଳରେ ସ୍ଥାନ ପାଇ ଆନ୍ତର୍ଜାତୀୟ…

Read More

ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର

ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବାଳକ/ବାଳିକା ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଜଗତପୁର ଗ୍ରାମ ଖେଳପଡିଆରେ ଆଜି ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁ ମୁଖ୍ୟବକ୍ତା ଲିଙ୍ଗରାଜ ପୃଷ୍ଟି ,ସମ୍ମାନୀୟ ଅତିଥି ସୁମିତ୍ରା ବେହେରା, ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ଦେବେନ୍ଦ୍ର…

Read More

ଜୁନ ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିବ ୩୦ତମ ଜୁନିୟର ଅସୀଚାଳନା ପ୍ରତିଯୋଗିତା

ଜୁନ ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିବ ୩୦ତମ ଜୁନିୟର ଅସୀଚାଳନା ପ୍ରତିଯୋଗିତା କଟକ(ଏନ୍‌.ଏମ୍‌.): ଆସନ୍ତା ଜୁନ ୧୭ ତାରିଖ ରୁ ୨୦ ତାରିଖ ପର୍ଯନ୍ତ ହେବାକୁଯାଉଥିବା ୩୦ ତମ ଜୁନିୟର ଜାତୀୟ ଅସୀଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଟକ ୟୁନିଅନ କ୍ଲବରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଅସୀଚାଳନା ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓଙ୍କ ସଭାପତିତ୍ୱ କରିଥିଲେ । ତେବେ ଏନେଇ ଶ୍ରୀ ସିଂ ଦେଓ ମୁଖ୍ୟମନ୍ତ୍ରୀ ନବୀନ…

Read More

‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ

‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନକରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ…

Read More

ସିଏମସିରେ ୬ଟି ବିଭାଗର କାର୍ଯ୍ୟକୁ ନେଇ ମେୟରଙ୍କ ସମୀକ୍ଷା

ସିଏମସିରେ ୬ଟି ବିଭାଗର କାର୍ଯ୍ୟକୁ ନେଇ ମେୟରଙ୍କ ସମୀକ୍ଷା କଟକ(ଏନ୍‌.ଏମ୍‌.): କଟକ ସହରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟଚାଲିଥିବାବେଳେ ଏହି କାର୍ଯ୍ୟ କିଭଳି ଚାଲିଛି ସେ ନେଇ ଆଜି ମେୟର ସୁବାସ ସିଂହ ୬ଟି ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ସିଏମସି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଶେଷ କରି ମେୟର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଆର ଆଣ୍ଡ ବି, ୱାଟକୋ, ଭାରତ ସଞ୍ଚାର ନିଗମ, ଜାଇକା ଓ ସିଏମସିର…

Read More

କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଆଜି ମାରାଥନ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନିଗମ ଅନ୍ତର୍ଗତ ୩ନମ୍ବର ୱାର୍ଡ଼, ୨୪ ନମ୍ବର ୱାର୍ଡ଼, ୩୩ ନମ୍ବର ୱାର୍ଡ଼, ୪୦ନମ୍ବର ୱାର୍ଡ଼ ଓ ୫୩ ନମ୍ବର ୱାର୍ଡ଼ରେ ଥିବା ବସ୍ତିମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାଗାମିଶନ କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂହ ଯୋଗ ଦେଇ ରାଜ୍ୟସରକାର ସହରାଞ୍ଚଳରେ…

Read More

ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍‌ଯାବିତ

ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍‌ଯାବିତ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାମଲୀଳା ଭଳି ଲୋକ କଳା ବୁଡ଼ିବାକୁ ବସିଥିବାବେଳେ ସଂସ୍କୃତିର ସହର କଟକରେ ଏହାକୁ ବଞ୍ଚାଇ ରଖିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ରାଜ୍ୟର କୋଣ ଅନୁକୋଣରେ ବହୁଳ ପ୍ରସାରିତ ହେଉଥିବା ରାମଲୀଳା ଏବେ ବନ୍ଦ ହେବାକୁ ବସିଥିବାବେଳେ କଟକ ସହରରେ ଏହାର ପ୍ରଚାର ପ୍ରସାର ପାଇଁ ବହୁ କମିଟି ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ସେହିଭଳି କଟକ ପାଇକ ସାହି ମହାବୀର ଗ୍ରାମ…

Read More

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର ନରସିଂହପୁର(ଏନ୍‌.ଏମ୍‌.): ନରସିଂହପୁର ଥାନା ଅଧିନ ପାଇକପଡା ପାଟଣାରେ ଏକ ବଧୂହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି । ଯୌତୁକ ଟଙ୍କା ଓ ଜିନିଷ ଲାଗି ଜଣେ ବୋହୁଙ୍କୁ ଶାଶୁ ଓ ଦିଅର, ନଣନ୍ଦ ମିଶି ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ନିହାରିକା ସେଠି(୩୨), ସ୍ୱାମୀ ଅଶୋକ ସେଠି । ସ୍ୱାମୀ ଗୋଟିଏ ଛୋଟ ତେଜରାତି ଦୋକାନରେ କାର୍ଯ୍ୟ…

Read More

ଜଗତସିଂହପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ

ଜଗତସିଂହପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ଆନୁକୁଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର କୋର୍ଟ ସମ୍ମୁଖ ରାଜୀବଗାନ୍ଧୀ ପାର୍କ ପରିସରରେ ଥିବା ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ପାରୁଲ୍ ପଟୱାରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜଗତସିଂହପୁର ପୌରାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂ, ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା…

Read More

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି କର୍ତ୍ତୃପକ୍ଷ: ବୁଲା ଷଣ୍ଢଙ୍କ ଉତ୍ପାତ୍ତ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ

କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି କର୍ତ୍ତୃପକ୍ଷ: ବୁଲା ଷଣ୍ଢଙ୍କ ଉତ୍ପାତ୍ତ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ଜଗତପୁର (ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ଯୋଜନା ମାଳ ହେଲେ କାମ ଦୁର୍ବଳ ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ କଟକ ସହରରେ ଟ୍ରାଫିକ ସମସ୍ୟାର ସୁଧାର ପାଇଁ ବୁଲା ଗୋରୁ ଓ ବୁଲା କୁକୁରଙ୍କୁ ଟାର୍ଗେଟ କରାଯାଇଥିଲା । ଗୋରୁମାନଙ୍କୁ ଧରି କାଞ୍ଜିଆହୁଦାରେ ଛାଡ଼ିବା ଏବଂ ବୁଲାକୁକୁରଙ୍କୁ ବନ୍ଧ୍ୟାକରଣ କରି ସେମାନଙ୍କ ସଂଖ୍ୟା ସୀମିତ ରଖିବା ପାଇଁ ଯେଉଁ…

Read More

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ବାରବାଟୀ ଷ୍ଟାଡିୟମରେ ଦର୍ଶକ ବସିବାକୁ ରାଜ୍ୟ ସରକାରଙ୍କ ଅନୁମତି

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ବାରବାଟୀ ଷ୍ଟାଡିୟମରେ ଦର୍ଶକ ବସିବାକୁ ରାଜ୍ୟ ସରକାରଙ୍କ ଅନୁମତି ୧ରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି କଟକ(ଏନ୍‌.ଏମ୍‌.): ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଶେଷରେ ରାଜ୍ୟ ସରକାର ଦର୍ଶକଙ୍କ ଲାଗି ଅନୁମତି ଦେଇଛନ୍ତି । ବିସିସିଆଇ ଦର୍ଶକଙ୍କ ମଧ୍ୟରେ ମ୍ୟାଚ୍ ହେବା ପାଇଁ ସବୁଜ ସଂକେତ ଦେବା ପରେ ରାଜ୍ୟ ସରକାରଙ୍କ ଅନୁମତି ଅପେକ୍ଷା କରି ବାକୁ ପଡ଼ିଥିଲା । ରାଜ୍ୟ ସରକାର ଅନୁମତି ଦେବା ଫଳରେ ଷ୍ଟାଡିୟମ…

Read More

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨ ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ଥାନୀୟ ଜୟଦେବବିହାର ସ୍ଥାିତ ଉତ୍ସବ ଓଡିଶୀ ଅଡିଟୋରିଉମ ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍‌ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ, ସଂସ୍କୃତି ଏବଂ ଓଡ଼ିଆ ଭାଷା ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶଦାସ ନାୟକ ପ୍ରମୁଖ ଯୋଗଦେଇ ଏହି ଅନୁଷ୍ଠାନର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ…

Read More