ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ ଜଗତପୁର(ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଅନ୍ତ ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ହାଇକମାଣ୍ଡ ନିଯୁକ୍ତ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ରାଜ୍ୟ ଯୁବକଂଗ୍ରେସ ସଭାପତି, ଦୁଇ ଥର ସାଂସଦ, ପିସିସି ସଭାପତି, ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାଙ୍କର ଅଭିଜ୍ଞତା,…

Read More

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର ଜଗତପୁର(ଏନ୍‌.ଏମ୍‌.): ମହାନଦୀ ବ୍ୟାରେଜ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସିଏମସି ୪୮ନମ୍ବର ୱାର୍ଡ଼ କର୍ପୋରେଟର ନଳିନୀ ବେହେରା କାର୍ଯ୍ୟ ତଦାରଖ କରିଛନ୍ତି । ବ୍ୟାରେଜ ରାସ୍ତାଟି ଦୀର୍ଘ ଦିନ ଧରି ଖାତଖମାରେ ପରିଣତ ହୋଇଥିବାରୁ ଅଞ୍ଚଳରେ ଅସନ୍ତୋଷ ତେଜିଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବିଭାଗପକ୍ଷରୁ ଭାଙ୍ଗିଯାଇଥିବା ସ୍ଥାନରେ ମରାମତି ଆରମ୍ଭ ହୋଇଛି । ତେବେ ଉନ୍ନତ ମାନର କାମ…

Read More

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… : ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର ସାଲେପୁର(ଏନ୍‌.ଏମ୍‌.): ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ନିମନ୍ତେ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଉଛି । ଶିଶୁ ଶ୍ରମିକ ନରଖିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କରାଯିବା ସହ ଚଢ଼ାଉ ମଧ୍ୟ ଜାରି ରହିଚି । ତଥାପି କିଛି ଅଞ୍ଚଳରେ ଏବେ ବି ଶିଶୁ ଶ୍ରମିକ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି । ଏପରିକି ଚା…

Read More

ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ

ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ କଟକ(ଏନ୍‌.ଏମ୍‌.) : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ମହାସଂଘର ଆହ୍ୱାନକ୍ରମେ ନିର୍ମାଣ ଶ୍ରମିକମାନଙ୍କର ଅଧିକାର ପାଇଁ ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରହିଛି । ଏହି ଅବସରରେ ଆଜି କଟକଜିଲ୍ଲା ପକ୍ଷରୁ ମହାସଂଘର ରାଜ୍ୟ ସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ କଟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମାନ୍ୟବର ଶ୍ରମ ଆୟୁକ୍ତ ତଥା ସଚିବ, ଓଡିଶା କୋଠାବାଡି…

Read More

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ତିରିରିଆ ବ୍ଲକ ନୂଆପାଟଣାଠାରେ ପ୍ରଭୁ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୩ଦିନ ଧରି ଚାଲିଥିବା ଏହି ଯାତ୍ରାରେ ବହୁରୂପୀଙ୍କ ବିଶାଳ ପଟୁଆରରେ ହାତ ତିଆରି ହାତୀ ଉପରେ ମଦନମୋହନ ଜୀଉଙ୍କ ଚଳନ୍ତି ପ୍ରତିମା ବିଜେ ହୋଇ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ନୂଆପାଟଣାର ସମସ୍ତ ସାହି ଗଳିର ସାଜସଜ୍ଜା ଓ…

Read More

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ କୋଣାର୍କ (ଏନ୍‌.ଏମ୍‌.): ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା ଭକ୍ତ ଓ ଯାତ୍ରୀଙ୍କ ଉପସ୍ଥିତିରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡର…

Read More

ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ

ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ବୁଲାଷଣ୍ଢ ଉତ୍ପାତ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଏବେ ସିଏମସି କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ଦୀର୍ଘ ଦିନ ଧରି ଅଞ୍ଚଳରେ ଉତ୍ପାତ କରୁଥିବା ମାରଣା ଷଣ୍ଢକୁ ଆଜି ସିଏମସି କର୍ମଚାରୀମାନେ କାବୁ କରିବା ସହ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ଥ ହୋଇଥିବା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସିଏମସି ଅନ୍ତର୍ଗତ ୪୮ନମ୍ବର…

Read More

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ ଭୁବନେଶ୍ୱର (ଏନ୍‌.ଏମ୍‌.): ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ ପ୍ରେସ ସୋ ସ୍ଥାନୀୟ ସ୍ୟାଣ୍ଡି ଟାୱାର ଠାରେ ଆୟୋଜିତ ହୋଇଛି । ସିନେ କ୍ରିଟିକ, ସିନେ ପ୍ରେମୀ, ସାମ୍ବାଦିକଙ୍କ ଗହଣରେ ଆୟୋଜିତ ଏହି…

Read More

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ କୁଏତରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ କୁଏତରେ ମାଗଣା ସ୍ୱାସ୍ଥ୍ୟ ଶିବିର କୁଏତ(ଏଜେନ୍ସି): କୁଏତର ଫରୱାନିଆ, ଅଞ୍ଚଳରେ ଅବସ୍ଥିତ ବାଦ୍ଦର ଅଲ ସାମା ମେଡିକାଲ ସେଣ୍ଟର ଏବଂ ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଙ୍ଘର ମିଳିତ ସହଯୋଗରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସକାଳ ୧ ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । ଏହି ମହତ୍ୱ କାର୍ଯ୍ୟକ୍ରମରେ, ମୁଖ୍ୟଅତିଥି ଡାକ୍ତର ସୌମ୍ୟା ଆର. ସେଠି, ସମାଜସେବୀ ମନୋଜ…

Read More

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଲୋକାର୍ପିତ

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଲୋକାର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ବରିଷ୍ଠ ଲେଖକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ପ୍ରଧାନଙ୍କ ତିନୋଟି ପୁସ୍ତକ ‘ଗାନ୍ଧୀ ଆସିଥିଲେ ଉତ୍କଳ ବୁଲି’, ‘କର୍ମଯୋଗୀର କରୁଣ କାହାଣୀ’ ଓ ‘ପିଲାଙ୍କ ହିତ କଥାମାଳା-୨’ ଲୋକାର୍ପିତ ହୋଇଯାଇଛି । ଉତ୍ସବରେ ରମାଶଙ୍କର ପଟ୍ଟନାୟକ, ସୁବ୍ରତ ଚୌଧୁରୀ, ଚିନ୍ତାମଣି ମିଶ୍ର, ସଞୟ ପାତ୍ର ଓ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ବିଶିଷ୍ଟକବି ରକ୍ଷକ ନାୟକ ଉପସ୍ଥିତ ଥିଲେ । ପ୍ରକଶଥାଉକି…

Read More

ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ ଜଗତପୁର(ଏନ୍‌.ଏମ୍‌.): ଜାତୀୟରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ କଟକ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । ଭୁବନେଶ୍ୱରରୁ ମଙ୍ଗୁଳିଛକ ପର୍ଯ୍ୟନ୍ତ କଟକ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାବେଳେ ଅଞ୍ଚଳବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । କଟକ ଗୋପାଳପୁର ଠାରେ ରାସ୍ତା ଉପରେ ବାଲି ପଡ଼ିରହିବା ଦ୍ୱାରା ଏହା ଦୁର୍ଘଟଣା ସ୍ଥଳ (ଆକ୍ସିଡେଣ୍ଟ ଜୋନ)ରେ…

Read More

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ଜୈବବିବିଧତା ବୋର୍ଡ ଆନୁକୂଲ୍ୟରେ ସ୍ଥାନୀୟ ଇମେଜ ପରିସରରେ ‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ପାଳିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ଓଡ଼ିଶା ଭୁସଂପତ୍ତି ଅଧିକାର ପ୍ରାଧିକରଣର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଛନ୍ତି ଯେ, ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇଆସୁଛି । ଆମେ ହେଉଛୁ…

Read More