କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି

କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି କଟକ(ଏନ୍‌.ଏମ୍‌.): କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳ ଏବେ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟି ଯାଇଛି । କେତେବେଳେ ନକଲି ହଳଦୀଗୁଣ୍ଡ ଲଙ୍କାଗୁଣ୍ଡତ ଆଉ କେତେବେଳେ ଘିଅ, ଡିଟରଜେଣ୍ଟ ଗୁଣ୍ଡ ପୁଣି ସସ । କେବଳ ସେତିକି ନୁହେଁ ଖାଇବା ତେଲ ଠାରୁ ଆରମ୍ଭ କରି ସିମେଣ୍ଟ ପର୍ଯ୍ୟନ୍ତ ନକଲି । ଏସବୁ ନକଲି ସାମଗ୍ରୀ ବଜାରକୁ…

Read More

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ସହରରେ ସଫେଇ କାର୍ଯ୍ୟ ନିମନ୍ତେ ସିଏମସି ପକ୍ଷରୁ କରାଯାଇଥିବା ଇ-ଟେଣ୍ଡର ପ୍ରକିୟାରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଏ ନେଇ ପରିଷଦ ପକ୍ଷରୁ ଆଜି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ କଳାତାଲିକାଭୁକ୍ତ…

Read More