ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ
ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ ଆଠଗଡ଼(ଏନ୍.ଏମ୍.): ବାତ୍ୟା ଆସିଲେ ପ୍ରଥମେ ଖୋଜା ପଡେ ବାତ୍ୟା ଆଶ୍ରୟସ୍ଥଳ । ସରକାର ହୁଅନ୍ତୁ ବା ଜନସାଧାରଣ ପ୍ରଥମେ ବାତ୍ୟା ଆଶ୍ରୟସ୍ଥଳକୁ ଖୋଜିଥାନ୍ତି । ବିଶେଷ କରି କଚ୍ଚା ଘରେ ବସବାସ କରୁଥିବା ଜନସାଧାରଣ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଥାନ୍ତି । ଘର ଛପର ଉଡ଼ିଯିବା ସହ ଜୀବନ ପ୍ରତି ମଧ୍ୟ ବିପଦ ଆଶଙ୍କା ଥାଏ । ଏଥି ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ସ୍ୱତନ୍ତ୍ର…
