ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: ଜାଗା ଚିହ୍ନଟରେ ଅଟକି ଯାଇଛି ଫାଇଲ
ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: ଜାଗା ଚିହ୍ନଟରେ ଅଟକି ଯାଇଛି ଫାଇଲ କ୍ଲବ ଓ କମ୍ୟୁନିଟି ସେଣ୍ଟରରେ ଚାଲିଛି ଶିଶୁଙ୍କ ବୌଦ୍ଧିକ ବୃଦ୍ଧି! ଜଗତପୁର(ଏନ୍.ଏମ୍.): ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟି ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ ମଧ୍ୟ ଏସବୁ ଯୋଜନା କେବଳ ଫାଇଲର ନାଲିଫିତା ତଳେ ଚାପି ହୋଇ ରହିଯାଉଛି । ମାତୃ ଓ ଶିଶୁ ହାର ହ୍ରାସ କରିବା, ଶିଶୁମାନଙ୍କ ଶାରିରୀକ ଓ ବୌଦ୍ଧିକ ବିକାଶ କରିବା…
