ବିଦ୍ୟାଳୟ ସମ୍ମୁଖରେ ଡଷ୍ଟପିନ : କେନାଲ ମଧ୍ୟକୁ ଫିଙ୍ଗା ଯାଉଛି ଅଳିଆ ଆବର୍ଜନା

ବିଦ୍ୟାଳୟ ସମ୍ମୁଖରେ ଡଷ୍ଟପିନ : କେନାଲ ମଧ୍ୟକୁ ଫିଙ୍ଗା ଯାଉଛି ଅଳିଆ ଆବର୍ଜନା ଜଗତପୁର(ଏନ୍‌.ଏମ୍‌.): ନିମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରେ ଡଷ୍ଟପିନରେ କୁଢ କୁଢ ଅଳିଆ ଏବଂ ପାଖରେ ଯାଇଥିବା କେନ୍ଦ୍ରାପଡା କେନାଲ ମଧ୍ୟକୁ ଅଳିଆ ଆବର୍ଜନା ଫିଙ୍ଗା ଯାଉଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରାୟ ୩ଶହ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ସ୍କୁଲରୁ ନେବା ଆଣିବା ପାଇଁ ତାଙ୍କ ଅବିଭାବକମାନେ ଏହି ଡଷ୍ଟପିନ ନିକଟରେ ଭୀଷଣ ଦୃଗନ୍ଧରେ ଛିଡା ହେଉଥିବା ଦେଖିବାକୁ ମିଳିଛି…

Read More

ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ

ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବରାହୀପୁର ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜାତୀୟ କୃଷି ବିଭାଗର ବରିଷ୍ଠ ଅଧିକାରୀ ବିନୋଦ କୁମାର, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ପଦ୍ମିନୀ ସ୍ୱାଇଁ, ଇଣ୍ଡିଆନ ଅଏଲ୍ କର୍ପୋରେଶନର…

Read More

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଚୌଦ୍ୱାର କଲେଜରେ ସଚେତନତା ରାଲି ଓ ସାଧାରଣ ସଭା

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଚୌଦ୍ୱାର କଲେଜରେ ସଚେତନତା ରାଲି ଓ ସାଧାରଣ ସଭା ଚୌଦ୍ୱାର(ଏନ୍‌.ଏମ୍‌.):ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଚୌଦ୍ୱାରକଲେଜ ଜାତୀୟ ସେବା ଯୋଜନା, ତମାଖୁ ନିୟନ୍ତ୍ରଣ ସେଲ୍‌, ରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ସହଯୋଗ କ୍ରମେ ମଇ ମାସ ୩୧ ତାରିଖ ଦିନ ୧୦ଘଟିକା ସମୟରେ ଏକ ବିଶାଳ ଜନସଚେତନତା ରାଲି କଲେଜ ମୁଖ୍ୟ ଫାଟକରୁ ଆରମ୍ଭ ହୋଇ ଚୌଦ୍ୱାର ସ୍ଥିତ କଳିଙ୍ଗ ଛକ ପ୍ରର୍ଯ୍ୟନ୍ତ ଯାଇଥିଲା ।…

Read More

ରାଜ୍ୟସଭା ନିର୍ବାଚନ ପାଇଁ ୪ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ରାଜ୍ୟସଭା ନିର୍ବାଚନ ପାଇଁ ୪ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟସଭା ଆସନ ପାଇଁ ଓଡ଼ିଶାର ୪ ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୪ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର ୪ଜଣ ଯାକ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ । ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ମୁଖପାତ୍ର ସୁଲତା…

Read More

ବାରବାଟୀ ଟି-୨୦କ୍ରିକେଟ: ଜୁନ ୧ପୁର୍ବାହ୍ଣ୧୧ରୁ ଅନଲାଇନ୍‌ରେ ହେବ ଟିକେଟ୍ ବିକ୍ରି

ବାରବାଟୀ ଟି-୨୦କ୍ରିକେଟ: ଜୁନ ୧ପୁର୍ବାହ୍ଣ୧୧ରୁ ଅନଲାଇନ୍‌ରେ ହେବ ଟିକେଟ୍ ବିକ୍ରି ; କଟକ(ଏନ୍‌.ଏମ୍‌.): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ଟିକିଆ ଟ୍ୱେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଜୁନ ୧୨ରେ ଖେଳାଯିବ । ଏଥି ପାଇଁ ଜୁନ ୧ ପୂର୍ବାହ୍ନ ୧୧ଟାରୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ଦର୍ଶକମାନେ ପେଟିଏମ୍ ଇନ୍‌ସାଇଡର ଆପ୍‌, ପେଟିଏମ୍ ଆପ୍‌ରେ ଟିକେଟ ବୁକିଂ କରିପାରିବେ । ଙ୍ଗଙ୍ଗଙ୍ଗ.ସଦ୍ଭଗ୍ଦସୟରକ୍ସ.ସଦ୍ଭ ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ ହେବ…

Read More

ଜଗତସିଂହପୁର ଜିଲ୍ଲାର ଦୁଇଜଣ ପିଲା ପି.ଏମ୍ କେୟାର ଫର୍ ଚିଲଡ୍ରେନରେ ସାମିଲ୍

ଜଗତସିଂହପୁର ଜିଲ୍ଲାର ଦୁଇଜଣ ପିଲା ପି.ଏମ୍ କେୟାର ଫର୍ ଚିଲଡ୍ରେନରେ ସାମିଲ୍ ଜଗତସିଂହପୁର(ଏନ୍‌.ଏମ୍‌.): କୋଭିଡ୍ ମହାମାରୀ ସମୟରେ କୋଭିଡ୍ ସଂକ୍ରମଣରେ ଉଭୟ ପିତାମାତାଙ୍କୁ ହରାଇ ପିତୃମାତୃ ହୀନ ହୋଇଯାଇଥିବା ଦେଶର ସମସ୍ତ ପିଲା ମାନଙ୍କର ପ୍ରତିପାଳନ, ସୂରକ୍ଷା ଓ ଶିକ୍ଷା ଦ୍ୱାରା ସେମାନଙ୍କର ଉପଯୁକ୍ତ ଥଇଥାନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା “ପି.ଏମ୍‌.କେୟାରସ୍ ଫର୍ ଚିଲଡ୍ରେନ୍‌’ ଯୋଜନାରେ ଆଭାସୀ ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି । ପ୍ରତି ପିଲାଙ୍କୁ ୧୮ବର୍ଷ ହେବାପରେ ୧୦ଲକ୍ଷ ଟଙ୍କାର…

Read More

ଜଗତପୁର ପୁରୁଣା ଶିଳ୍ପାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୁହୁଳୁଛି ଶ୍ରମିକଙ୍କ ଅସନ୍ତୋଷ,

ଜଗତପୁର ପୁରୁଣା ଶିଳ୍ପାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୁହୁଳୁଛି ଶ୍ରମିକଙ୍କ ଅସନ୍ତୋଷ ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ପୁରୁଣା ଶିଳ୍ପାଞ୍ଚଳ ଡ୍ରେନ ଗୁଡିକର ଦୁଇପଟ ପାଚେରୀ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇପଡିବା ସହ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ପୋତି ହୋଇ ପଡିଛି । ଉକ୍ତ ଅଞ୍ଚଳରେ ଡ୍ରେନର ଶୋଚନୀୟ ଅବସ୍ଥା ଯୋଗୁଁ ଏହାର କୁ ପ୍ରଭାବ ଅଞ୍ଚଳବାସୀଙ୍କ ଉପରେ ପଡ଼ୁଥିବା ଅଭିଯୋଗ ହେଉଛି । ବିଶେଷ କରି ଏହି ଶିଳ୍ପାଞ୍ଚଳ ଦେଇ ଫକିରପୁର ପଣ୍ଡା ସାହିର ମୁଖ୍ୟ ଡ୍ରେନକୁ ସଂଯୋଗ…

Read More

କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ କଟକ(ଏନ୍‌.ଏମ୍‌.): କଟକ ସହରରେ କିନ୍ନରମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସାବିତ୍ରୀ ବ୍ରତ ପାଳନ କରିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସ୍ଥାନୀୟ ଶଙ୍କରପୁର ଡିହସାହିସ୍ଥିତ ସାମୁଲେଇ ମନ୍ଦିର ପ୍ରାଙ୍ଗଣରେ କିନ୍ନରମାନେ ନବ ବସ୍ତ୍ର ପରିଧାନ କରି ସାବିତ୍ରୀ ବ୍ରତ ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଶଙ୍ଖା, ସିନ୍ଦୁର ସହିତ ବିଭିନ୍ନ ଫଳମୂଳରେ ଭରା ଭୋଗ ଡାଲା ଧରି ମା’ଙ୍କ ମନ୍ଦିରରେ କିନ୍ନରମାନେ ସମ୍ମିଳିତ ହୋଇ ପାଲନ…

Read More

ପୁରୀ ଜିଲ୍ଲାରେ ୪ ପିତୃ ମାତୃ ହୀନ ପିଲାଙ୍କୁ ପିଏମ୍ କେୟାର୍ସରେ ସାମିଲ

ପୁରୀ ଜିଲ୍ଲାରେ ୪ ପିତୃ ମାତୃ ହୀନ ପିଲାଙ୍କୁ ପିଏମ୍ କେୟାର୍ସରେ ସାମିଲ କୋଣାର୍କ (ଏନ୍‌.ଏମ୍‌.): କୋଭିଡ ସଂକ୍ରମଣ ଓ ତଦ୍ ଜନିତ ପ୍ରଭାବରୁ ପୁରୀ ଜିଲ୍ଲାରେ ୪ ଜଣ ନାବାଳକ ପିତୃ ମାତୃ ହୀନ ହୋଇଥିଲେ । ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପିଏମ୍ କେୟାର୍ସ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଲକ୍ଷ ଟଙ୍କାର…

Read More

ଆଠଗଡ଼ ଅଞ୍ଚଳରେ ଆଉ ଏକ ପେଟ୍ରୋଲ ପମ୍ପ ଉଦ୍‌ଘାଟନ କଲେ ଯୋଗାଣ ବିଭାଗ ମନ୍ତ୍ରୀ,

ଆଠଗଡ଼ ଅଞ୍ଚଳରେ ଆଉ ଏକ ପେଟ୍ରୋଲ ପମ୍ପ ଉଦ୍‌ଘାଟନ କଲେ ଯୋଗାଣ ବିଭାଗ ମନ୍ତ୍ରୀ ଆଠଗଡ଼ (ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଜନସାଧାରଣ ବାଇକ ତଥା ଅନ୍ୟାନ୍ୟ ମୋଟରଗାଡ଼ିରେ ତେଲ ପକାଇବା ପାଇଁ ନାହିଁ ନଥିବା ହଇରାଣ ହେଉଥିବାବେଳେ ଆଜି ସ୍ଥାନୀୟ ବିଧାୟକ ତଥା ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଆଠଗଡ଼ ବ୍ଲକ ସମସରପୁର ପଞ୍ଚାୟତ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ମନ୍ତ୍ରୀ ଶ୍ରୀଜୀୟୁ ନାମକ ଏକ ପେଟ୍ରୋଲ ପମ୍ପର…

Read More

ମେଡିକାଲ କଲେଜରେ ଶିକ୍ଷାଦାନ ପାଇଁ ରାଜ୍ୟସରକାରଙ୍କ ତୁରନ୍ତ ପଦକ୍ଷେପ: ଏମ୍‌ବିବିଏସ୍ ସିଟ୍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି,

ମେଡିକାଲ କଲେଜରେ ଶିକ୍ଷାଦାନ ପାଇଁ ରାଜ୍ୟସରକାରଙ୍କ ତୁରନ୍ତ ପଦକ୍ଷେପ: ଏମ୍‌ବିବିଏସ୍ ସିଟ୍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ଦୃଢ଼ ଅଭିବୃଦ୍ଧି ଲକ୍ଷ୍ୟ ରଖି ୨୦୧୭-୧୮ରୁ ପର୍ଯ୍ୟାୟ କ୍ରମେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି । ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ ଓ ବଲାଙ୍ଗୀରରେ ଓ ୨୦୧୮-୧୯ରେ ବାରିପଦା ଓ ବାଲେଶ୍ୱରରେ ଓ ୨୦୨୧-୨୨ରେ ପୁରୀରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି । ସେହିପରି…

Read More

ମଙ୍କି ପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ.

ମଙ୍କି ପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): ୟୁରୋପ, ୟୁଏସ୍‌ଏ ଓ ଅନ୍ୟ ଦେଶରେ ମଙ୍କି ପକ୍ସ ଭାଇରସ୍ ଆତଙ୍କ ଖେଳାଇଥିବାବେଳେ ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି…

Read More