ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା [caption id="attachment_3991" align="alignnone" width="300"] (ଫଟୋ-କାହ୍ନୁଚରଣ ପଣ୍ଡା)[/caption] କଟକ(ଏନ୍.ଏମ୍.): ଗୋପବନ୍ଧୁ ସେବା ସଂଗଠନର ସହ ସମ୍ପାଦକ ପ୍ରମେୟ କାନୁନଗୋଙ୍କ ବିୟୋଗରେ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗତପୁରସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…












