ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍‌.ଏମ୍‌.): ସିଡ଼ିଏ ସେକ୍ଟର-୬ସ୍ଥିତ କୃଷକ ବଜାର ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଓ ଆଶକର୍ମୀ ନିର୍ଝରିଣୀ ଲେଙ୍କା ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ଅନ୍ତର୍ଗତ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା…

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌’ ଅଭିଯାନ ମାଧ୍ୟମରେ କଟକସ୍ଥିତ ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଛି । ଆଜି ‘ମୋ ସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏହି ପାଠାଗାରକୁ ଉଦ୍‌ଘାଟନ କରିବା ସହ…

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ କଟକ(ଏନ୍‌.ଏମ୍‌.): ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଆଜି ଜିଲ୍ଲାର ବଡମ୍ବା ଏବଂ ନରସିଂହପୁର ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ କମଳାଡିହ ପଞ୍ଚାୟତ ପରିଦର୍ଶନ କରି ସେଠାରେ ଏସବିଆଇ ବ୍ରାଞ୍ଚ ଖୋଲାଯିବା ନିମନ୍ତେ…

ବାରହା ଆକ୍ରମଣରେ ୪ ଚାଷୀ ଆହତ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାରହା ଆକ୍ରମଣରେ ୪ ଚାଷୀ ଆହତ

ବାରହା ଆକ୍ରମଣରେ ୪ ଚାଷୀ ଆହତ କଟକ(ଏନ୍‌.ଏମ୍‌.):ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତମାନେ ହେଲେ ପ୍ରସନ୍ନ କୁମାର ପଣ୍ଡା (୩୫),ବାଙ୍କନିଧି ସାହୁ (୪୮), ପ୍ରସନ୍ନ କୁମାର…

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ କଟକ (ଏନ୍‌.ଏମ୍‌.): ଓସିଏ ପକ୍ଷରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ଖେଳ ପଡିଆରେ ଚାଲିଥିବା କଳାହାଣ୍ଡି କପର ଦ୍ୱିତୀୟ ଦିନରେ ବର୍ଷା ବାଧକ ସାଜିଥିଲା । ଅନେକ ମ୍ୟାଚ ବର୍ଷା ଲାଗି ଡିଏଲଏସ ପଦ୍ଧତିରେ ବିଜୟ ଘୋଷଣା କରାଯାଇଥିବା…

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି [caption id="attachment_1530" align="alignnone" width="300"] ଫାଇଲ ଫଟୋ ହାଇଦର[/caption] କଟକ (ଏନ୍‌.ଏମ୍‌.): କୁଖ୍ୟାତ ଅପରାଧୀ ହାଇଦରକୁ ଏନକାଉଣ୍ଟର ଘଟଣାରେ ଓଏଚଆରସି (ମାନବାଧିକାର କମିଶନ) ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ…

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ କଟକ (ଏନ୍‌.ଏମ୍‌.): କଟକ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱ ନେବା ପରେ ବିଭିନ୍ନ ଷ୍ଟେସନ ମାନଙ୍କରେ ଉନ୍ନତିକରଣ ଲାଗି ଯୋଜନା ପ୍ରସ୍ତୁତ…

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ କଟକ(ଏନ୍‌.ଏମ୍‌.): କଟକ ବାରବାଟୀ ଦୁର୍ଗକୁ ନବୀକରଣ କରିବା ନେଇ ଗତକାଲି ଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର…

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା ବାଲେଶ୍ୱର/କଟକ(ଏନ୍‌.ଏମ୍‌.): ବ୍ୟବଛେଦ ପରେ ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ହସ୍ତାନ୍ତର ହୋଇଛି । ତେବେ ବ୍ୟବଛେଦ ସମୟରେ ହାଇଦର ଶରୀରରୁ…

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଭୁବନେଶ୍ୱର (ଏନ୍‌.ଏମ୍‌.): ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ (ଜେ .ଡି ସି .ଆଇ ) ସମଗ୍ର ଦେଶର ସାମ୍ବାଦିକ ମାନଙ୍କର ସମୂହ ସ୍ୱାର୍ଥ ସାଧନ ଓ ସାମଗ୍ରିକ କଲ୍ୟାଣ ପାଇଁ ଅଭିପ୍ରେତ…

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହାଇଦରର ଖେଳ ଖତମ: ଏନକାଉଟର ଯୋଗୁଁ ମୃତ୍ୟୁ ବାଲେଶ୍ୱର/ କଟକ(ଏନ୍‌.ଏମ୍‌.): ଏନ୍ କାଉଣ୍ଟର ଯୋଗୁଁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ଆଜି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ଯାଉଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ତେବେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ…

ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର

ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର କଟକ(ଏନ୍‌.ଏମ୍‌.): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଛି । ପରିସ୍ରା ବାହାନାରେ ସେ ଖସିଯିବାକୁ ଚେଷ୍ଟା କରିଥିବାବେଳେ ସାଥିରେ ଥିବା ଏସ୍କଟ ପୁଲିସ ଗୁଳି ମାରିବାକୁ ବାଧ୍ୟ ହୋଇଥିଲା । ହାଇଦର ଚୌଦ୍ୱାର ଜେଲରେ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ…