ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ‘ବିଚାର ବ୍ୟବସ୍ଥା ପିପୁଲ ଫ୍ରେଣ୍ଡଲି ହେବା ଜରୁରୀ’ କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାରେ ୭୪ବର୍ଷ ପରେ ବି’ ଅନେକ ଲୋକ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବାକୁ ପସନ୍ଦ ନକରି ପୁରୁଣାକାଳିଆ ଜୀବନ ବଞ୍ଚିବାକୁ ଭଲ ପାଉଛନ୍ତି । ସେହିପରି ଭାରତୀୟ ଆଇନର ଭାଷା ସାଧାରଣ ଲୋକଙ୍କ ପକ୍ଷେ ବୁଝିବା କଷ୍ଟକର । ଏଥିସହ ଭାରତୀୟ ବିଚାର ବ୍ୟବସ୍ଥା ଯେଭଳି ରହିଛି ସେଥିରେ ଜଣେ ସାଧାରଣ…

Read More

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା ପୁଣି ରିମାଣ୍ଡରେ ଆସିପାରନ୍ତି ୫ ଅଭିଯୁକ୍ତ ସଚିନ ଦେଇଛନ୍ତି କ୍ଷେପଣାସ୍ତ୍ର ସମ୍ପର୍କରେ ତଥ୍ୟ କଟକ (ଏନ୍‌.ଏମ୍‌.): ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ୭ ଦିନ ଧରି ମାରଥାନ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ୱପୂଣ୍ଣ ତଥ୍ୟ ଲାଗିଥିବା କ୍ରାଇମବ୍ରାଞ୍ଚ ଏଡ଼ିଜି…

Read More

ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ

ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ ଦେବଗଡ(ଏନ୍‌.ଏମ୍‌.): ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକା ଟ୍ୟୁସନ୍‌ରୁ ଫେରିଲା ବେଳେ ଦୁଇ ଜଣ ଦୁର୍ବୁତ୍ତ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ରିଆମାଳ ଥାନା ଅର୍ନ୍ତଗତ ଛତାବର ଗ୍ରାମରେ । ଏହି ଘଟଣାରେ ସମ୍ପୃକ୍ତ ଥିବା କଙ୍କରଖୋଲ ଗାଁର ଶୁଭମ ବାଦୀ…

Read More